ବଢ଼ି ଚାଲିଛି ପିଆଜ ଦର: ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ା ଦରରେ ବିକ୍ରି ହେଉଛି ପିଆଜ

Advertisment

ପୁଣି କନ୍ଦାଇଲା ପିଆଜ। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ପିଆଜ ଧର। ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ପହଞ୍ଚିଲାଣି। କଟକରେ କେଜି ୬୦ ଟଙ୍କାରେ ବିକ୍ରି ହେଉଛି। କେବଳ ଟୁଇନ୍ ସିଟି ନୁହେଁ ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ବଢି ବଢି ଚାଲିଛି।

ssdq

କନକ ବ୍ୟୁରୋ: ପୁଣି କନ୍ଦାଇଲା ପିଆଜ। ଦିନକୁ ଦିନ ବଢ଼ି ବଢ଼ି ଚାଲିଛି ପିଆଜ ଧର। ରାଜଧାନୀ ଭୁବନେଶ୍ୱରରେ ପିଆଜ ଦର କିଲୋ ପିଛା ୭୦ ଟଙ୍କା ପହଞ୍ଚିଲାଣି। କଟକରେ କେଜି ୬୦ ଟଙ୍କାରେ ବିକ୍ରି ହେଉଛି। କେବଳ ଟୁଇନ୍ ସିଟି ନୁହେଁ ରାଜ୍ୟର ବିଭିନ୍ନ ସହରରେ ପିଆଜ ଦର ବଢି ବଢି ଚାଲିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି। ଗତ ୨ ମାସ ହେବ ଲଗାତର ଭାବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି। କୁହାଯାଉଛି ନାସିକ୍‌ରେ ଦର ବୃଦ୍ଧି ପାଇଁ ପିଆଜ ଦର ବଢି ଚାଲିଛି। ସେପଟେ କିନ୍ତୁ କର୍ପୋରେଟ ସଂସ୍ଥାର ଦର ନିର୍ଦ୍ଧାରଣ ଯୋଗୁଁ ପିଆଜ ଦର ବଢୁଥିବା ବ୍ୟବସାୟୀ ସଂଘ ଅଭିଯୋଗ କରିଛନ୍ତି। ସରକାର ନାଫେଡ୍ ଜରିଆରେ ପିଆଜ ଆଣୁଥିଲେ ବି ଦରରେ କୌଣସି ଫରକ ପଡୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe