ପୁଣି କନ୍ଦାଇଲା ପିଆଜ; ୯୦ ଛୁଇଁଲା ଦର

ମହାରାଷ୍ଟ୍ର, ଦିଲ୍ଲୀ, ଲକ୍ଷ୍ନୌରେ ପିଆଜ ଦର ରାତାରାତି ବୃଦ୍ଧି ପାଇଛି । ଯେଉଁଠି ଦୁଇ ଦିନ ପୂର୍ବରୁ ଏକ କେଜି ପିଆଜ ଦାମ ୪୦ରୁ ୫୦ ଟଙ୍କା ଥିଲା ସେଠି ଏବେ ଦର ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି ।

ପହଞ୍ଚି

କନକ ବ୍ୟୁରୋ: ପୁଣି କନ୍ଦାଇଲାଣି ପିଆଜ ।ମହାରାଷ୍ଟ୍ର, ଦିଲ୍ଲୀ, ଲକ୍ଷ୍ନୌରେ ପିଆଜ ଦର ରାତାରାତି ବୃଦ୍ଧି ପାଇଛି ।ଯେଉଁଠି ଦୁଇ ଦିନ ପୂର୍ବରୁ ଏକ କେଜି ପିଆଜ ଦାମ ୪୦ରୁ ୫୦ ଟଙ୍କା ଥିଲା ସେଠିଏବେ ଦର ୮୦ରୁ ୯୦ ଟଙ୍କାରେ ପହଞ୍ଚିଛି  ଦରଦାମ ବଢ଼ିବା ପରେ କେବଳ ଖାଉଟି ନୁହେଁ ଗ୍ରାହକ ମଧ୍ୟ ଚିନ୍ତାରେ ପଡିଛନ୍ତି ।ଚିନ୍ତାର କଥା ହେଉଛି କେବଳ ପିଆଜ ନୁହେଁ କିଛି ସ୍ଥାନରେ ରସୁଣ ଦର ମଧ୍ୟ ଆକାଶଛୁଆଁ ହୋଇଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe