ମହଙ୍ଗା ହେଲା ପିଆଜ ଦର:୭୦ଟଙ୍କାରେ ପହଞ୍ଚିଲାଣି କିଲୋ ପିଛା ଦର

Advertisment

ଆଳୁ ପରେ ଏବେ ବଜାରରେ ପିଆଜ ମହଙ୍ଗା। ରାଜଧାନୀରେ ପିଆଜ କିଲୋ ପିଛା ୬୦ ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଖାଇବା ସାମଗ୍ରୀ ଉପରେ ଏଭଳି ଦରଦାମ ବୃଦ୍ଧିକୁ ନିନ୍ଦା କରିଛନ୍ତି ଗ୍ରାହକ।

piaja

କନକବ୍ୟୁରୋ: ଆଳୁ ପରେ ଏବେ ବଜାରରେ ପିଆଜ ମହଙ୍ଗା। ରାଜଧାନୀରେ ପିଆଜ କିଲୋ ପିଛା ୬୦ ରୁ ୬୫ ଟଙ୍କାରେ ବିକ୍ରି ହେଉଛି । ଯାହାକୁ ନେଇ ଗ୍ରାହକ ଏବେ ଚିନ୍ତାରେ । ଦିନକୁ ଦିନ ଗୋଟିଏ ପରେ ଗୋଟିଏ ଖାଇବା ସାମଗ୍ରୀ ଉପରେ ଏଭଳି ଦରଦାମ ବୃଦ୍ଧିକୁ ନିନ୍ଦା କରିଛନ୍ତି ଗ୍ରାହକ। ପ୍ରଥମେ ଆଳୁ ପାଇଁ ବେଶ୍ କିଛିଦିନ ହନ୍ତସନ୍ତ ହେବାକୁ ପଡ଼ିଥିଲା।

ଏବେ ପୁଣି ପିଆଜ। ପିଆଜର ଏଭଳି ଦର ବୃଦ୍ଧିକୁ ଗ୍ରହଣ କରିପାରୁ ନାହାନ୍ତି ଗ୍ରାହକ। ରୋଷେଇ ଘରେ ପ୍ରଥମେ ଆଳୁ ପିଆଜ ଆବଶ୍ୟକତା ଥିବା ବେଳେ ଦରବୃଦ୍ଧି ଗ୍ରାହକଙ୍କୁ କନ୍ଦାଇଲାଣି । ସେପଟେ ବ୍ୟବସାୟୀ ମାନେ କହିଛନ୍ତି ପ୍ରତିବର୍ଷ ଏହି ସମୟରେ ଦରବୃଦ୍ଧି ହୋଇଥାଏ । ନୂଆ ପିଆଜ ଆସିବା ସମୟ ହୋଇଗଲାଣି। ସେଥିପାଇଁ ପୁରୁଣା ପିଆଜର ଦାମ ବୃଦ୍ଧି ପାଉଛି ବୋଲି କହିଛନ୍ତି ଦୋକାନୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe