ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଚିକିତ୍ସିତ ଅବସ୍ଥାରେ ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ

Advertisment

ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଡାଇରିଆରେ ଆକ୍ରାନ୍ତ ହୋଇ ମାଥିଲି ସବଡିଭିଜନ ଚିକିତ୍ସିତ ହେଉଥିବା ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଡାଇରିଆରେ ୬ଜଣଙ୍କର ମୃତ୍ୟୁ ହେଲାଣି ।

ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଡାଇରିଆରେ ଆକ୍ରାନ୍ତ ହୋଇ ମାଥିଲି ସବଡିଭିଜନ ଚିକିତ୍ସିତ ହେଉଥିବା ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଡାଇରିଆରେ ୬ଜଣଙ୍କର ମୃତ୍ୟୁ ହେଲାଣି ।

Diarrhea

କନକ ବ୍ୟୁରୋ : ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଡାଇରିଆରେ ଆକ୍ରାନ୍ତ ହୋଇ ମାଥିଲି ସବଡିଭିଜନ ଚିକିତ୍ସିତ ହେଉଥିବା ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଡାଇରିଆରେ ୬ଜଣଙ୍କର ମୃତ୍ୟୁ ହେଲାଣି । ଏବେବି ୨୦ ଆକ୍ରାନ୍ତଙ୍କୁ ମାଥିଲି ମେଡିକାଲରେ ଚିକିତ୍ସା କରାଯାଉଛି । ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe