କନକ ବ୍ୟୁରୋ : ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଡାଇରିଆରେ ଆକ୍ରାନ୍ତ ହୋଇ ମାଥିଲି ସବଡିଭିଜନ ଚିକିତ୍ସିତ ହେଉଥିବା ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଡାଇରିଆରେ ୬ଜଣଙ୍କର ମୃତ୍ୟୁ ହେଲାଣି । ଏବେବି ୨୦ ଆକ୍ରାନ୍ତଙ୍କୁ ମାଥିଲି ମେଡିକାଲରେ ଚିକିତ୍ସା କରାଯାଉଛି । ସଂକ୍ରମଣ ରୋକିବା ପାଇଁ ଉଦ୍ୟମ ଜାରି ରହିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।
ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଚିକିତ୍ସିତ ଅବସ୍ଥାରେ ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ
ମାଥିଲିରେ ବଢ଼ିଲା ଝାଡାବାନ୍ତିରେ ମୃତକଙ୍କ ସଂଖ୍ୟା । ଡାଇରିଆରେ ଆକ୍ରାନ୍ତ ହୋଇ ମାଥିଲି ସବଡିଭିଜନ ଚିକିତ୍ସିତ ହେଉଥିବା ଲୁଲେର ଗାଁର ସୁବର୍ଣ୍ଣା ନାୟକଙ୍କ ମୃତ୍ୟୁ ହୋଇଛି । ଏପର୍ଯ୍ୟନ୍ତ ଡାଇରିଆରେ ୬ଜଣଙ୍କର ମୃତ୍ୟୁ ହେଲାଣି ।
/kanak/media/media_files/crAtTZIViX34QvIQKgtv.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t084759337z-8e80dfc5-7f9d-489e-bfa6-474877a37c58-2025-12-17-14-17-59.jpg)