କନକ ବ୍ୟୁରୋ: ପୁରୀ ପେଣ୍ଠକଟା ମେରାଇନ ଥାନା ସମ୍ମୁଖରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଯୁବକଙ୍କ ମୁତ୍ୟୁକୁ ନେଇ ଗାଁଲୋକେ କୋଣାର୍କ ପୁରୀ ମେରାଇନ୍ ଥାନା ନିକଟ ମାଳତିପାଟପୁର ଵାଇପାସ୍ରେ ରାସ୍ତାରୋକ କରିଛନ୍ତି । ଫଳରେ ଶହଶହ ଲୋକ ଓ ପର୍ୟ୍ୟଟକ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି । ଯିବା ଆସିବା ଥପ୍ ହେଇଯାଇଛି । ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ଦେଖିବାକୁ ମିଳିଛି । ଗନ୍ତବ୍ୟସ୍ଥଳରେ ପହଞ୍ଚି ପାରୁନାହାନ୍ତି ଶହଶହ ଲୋକେ ।
ଟ୍ରକ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ । ମାଳତିପାଟପୁର ଵାଇପାସ୍ରେ ରାସ୍ତାରୋକ ।
କୋଣାର୍କ ପୁରୀ ମେରାଇନ୍ ଥାନା ନିକଟ ମାଳତିପାଟପୁର ଵାଇପାସ୍ ନିକଟରେ ଦୁର୍ଘଟଣା । ଜଣେ ଯୁବକଙ୍କ ମୃତ୍ୟୁ ପରେ ରାସ୍ତାରୋକ କଲେ ସ୍ଥାନୀୟ ବାସିନ୍ଦା ।
/kanak/media/media_files/2024/12/29/awMcU3hJdyp0LHpO2zjP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)