ଗଣେଶ ଭସାଣି ବେଳେ ଅଘଟଣ । ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ, ଜଣେ ଗୁରୁତର ।

Advertisment

ପୋଲସରାର ପୁରୁଷୋତ୍ତମପୁରର ଶାସନ ଗାଁରେ ଅଭାବନୀୟ ଘଟଣା ।  ଆଉଜଣେ ଗୁରୁତର ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି । 

ପୋଲସରାର ପୁରୁଷୋତ୍ତମପୁରର ଶାସନ ଗାଁରେ ଅଭାବନୀୟ ଘଟଣା ।  ଆଉଜଣେ ଗୁରୁତର ବ୍ରହ୍ମପୁର ମେଡିକାଲରେ ଭର୍ତ୍ତି । 

1dfd

କନକ ବ୍ୟୁରୋ: ଗଣେଶ ଭସାଣି ବେଳେ ଅଘଟଣ । ବିଦ୍ୟୁତ ତାର ଛିଣ୍ଡି ଜଣେ ଯୁବକ ମୃତ । ପୋଲସରର ପୁରୁଷୋତ୍ତମପୁର ଥାନା ଜଗନ୍ନାଥପୁର ଶାସନ ଗ୍ରାମରୁ ଆସିଛି ଅଭାବନୀୟ ଘଟଣା । ଭସାଣ ଚାଲିଥିଲା ବେଳେ ହଠାତ୍ ରାସ୍ତାରେ ଥିବା ବିଦ୍ୟୁତ ତାର ଛିଣ୍ଡି ଯାଇଥିଲା । ସେହି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ମନୋଜ ପ୍ରଧାନ ନାମକ ଆଉଜଣେ ଯୁବକ ଗୁରୁତର ହୋଇଛନ୍ତି । ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe