ଦିନେ ମାର୍ସଲ ଆର୍ଟ ଭଳି କ୍ରୀଡ଼ାରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଆଣିଥିଲେ ସୁନାମ, ଆଜି ହାଣ୍ଡିଶାଳରେ ବିତୁଛି ଦିନ

ଦିନ ଥିଲା ମାର୍ଶଲ ଆର୍ଟ ଭଳି କ୍ରୀଡ଼ାରେ ସହର ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ , ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମାର୍ଶଲ ଆର୍ଟ କ୍ରୀଡା ପ୍ରଦର୍ଶନ କରି ଖ୍ୟାତି ଅର୍ଜନ କରିଥିଲେ।

48

କନକ ବ୍ୟୁରୋ : ଦିନ ଥିଲା ମାର୍ଶଲ ଆର୍ଟ ଭଳି କ୍ରୀଡ଼ାରେ ସହର ଠାରୁ ଆରମ୍ଭ କରି ଜିଲ୍ଲା, ରାଜ୍ୟ , ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ମାର୍ଶଲ ଆର୍ଟ କ୍ରୀଡା ପ୍ରଦର୍ଶନ କରି ଖ୍ୟାତି ଅର୍ଜନ କରିଥିଲେ । ଆଉ ଏବେ ନିଜ ବିଦ୍ଦ୍ୟାଭ୍ୟାସ ଜାରି ରଖିବା ପାଇଁ ମାଗଣା ଶିକ୍ଷା ଦେବା ସହ ପାଲଟି ଯାଇଛନ୍ତି ଘରୋଇ ନାରୀ।  । ସେ ହେଉଛନ୍ତି ବ୍ରହ୍ମପୁର ଲାଞ୍ଜିପଲ୍ଲି ଅଞ୍ଚଳର  ଆନ୍ତର୍ଜାତୀୟ ଖେଳାଳୀ ବି. ଯଶୋଦା ରେଡ୍ଡୀ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe