କେଉଁଦିନ ଦେବେ ପୟା ଶ୍ରାଦ୍ଧ, କେବେ ଡାକିବେ ବଡ଼ବଡ଼ୁଆ? ପୁରୀରେ କାଉଁରିଆ କାଠି ଜାଳିଲେ କିଛି ଶ୍ରଦ୍ଧାଳୁ

Advertisment

ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ । ଆଜି ପାଳିବେ ନା କାଲି ଏହାକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଛି । ବିରାଜ ପାଞ୍ଜିକୁ ମାନୁଥିବା ଜିଲ୍ଲା ଗୁଡ଼ିକରେ ଆଜି ଦୀପାବଳି ପାଳନ ହେଉଛି । ସେପଟେ ଜଗନ୍ନାଥ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ଦୀପାବଳି ପାଳନ କରୁଛନ୍ତି ।

wdwd

କନକ ବ୍ୟୁରୋ: ଦୀପାବଳି ପାଳନକୁ ନେଇ ଦ୍ୱନ୍ଦ୍ୱ । ଆଜି ପାଳିବେ ନା କାଲି ଏହାକୁ ନେଇ ଲୋକଙ୍କ ଭିତରେ ଦ୍ୱନ୍ଦ୍ୱ ଲାଗି ରହିଛି । ବିରାଜ ପାଞ୍ଜିକୁ ମାନୁଥିବା ଜିଲ୍ଲା ଗୁଡ଼ିକରେ ଆଜି ଦୀପାବଳି ପାଳନ ହେଉଛି । ସେପଟେ ଜଗନ୍ନାଥ ପଞ୍ଜିକାକୁ ଅନୁସରଣ କରୁଥିବା ଜିଲ୍ଲା ଗୁଡ଼ିକରେ ଆସନ୍ତାକାଲି ଦୀପାବଳି ପାଳନ କରୁଛନ୍ତି । ଶ୍ରୀମନ୍ଦିରରେ ମଧ୍ୟ ଆସନ୍ତାକାଲି ପୟା ଶ୍ରାଦ୍ଧ ଅର୍ପଣ ଓ ବଡବଡୁଆ ଡକାଯିବ । ପାଞ୍ଜିରେ ଉଲ୍ଲେଖ ରହିଛି ଯେ, ଅମାବାସ୍ୟା ମଧ୍ୟରାତ୍ରି ପରେ ଆସୁଛି। ଯାହାକୁ ନେଇ ସବୁ ଦ୍ୱନ୍ଦ୍ୱ ଆରମ୍ଭ ହୋଇଛି । ମଧ୍ୟ ରାତ୍ରି ପରେ ଅମାବାସ୍ୟା ଆସୁଥିବାରୁ ଆସନ୍ତାକାଲି ଦୀପାବଳି ପାଳନ ନେଇ ଜଗନ୍ନାଥ ପାଞ୍ଜିରେ ଉଲ୍ଲେଖ ରହିଛି । ହେଲେ କାଳିପୂଜା ଆଜିଠାରୁ ଆରମ୍ଭ ହେବ ବୋଲି ଲେଖା ଯାଇଛି। ଏହାରି ଭିତରେ ଶ୍ରୀମନ୍ଦିର ବାହାରେ ଅନେକ ଲୋକ ବଡବଡୁଆ ଡାକୁଥିବାର ଦେଖିବାକୁ ମିଳିଛି। ଯେଉଁମାନେ ଆଜି ଦୀପାବଳି ପାଳନ କରୁଛନ୍ତି ସେମାନେ ଆଜି ବଡବଡୁଆ ଡାକିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe