ପ୍ୟାରିସ୍‌ ପାରାଅଲିମ୍ପିକ୍ସ ; ପଞ୍ଚମ ଦିନରେ ଭାରତକୁ ଐତିହାସିକ ସଫଳତା, ଗୋଟିଏ ଦିନରେ ଦୁଇଟି ସ୍ୱର୍ଣ୍ଣ ସହ ମିଳିଲା ୭ ପଦକ...

ପ୍ୟାରିସ ପାରା ଅଲିମ୍ପିକ୍ସରେ ଚମକିଲେ ଭାରତୀୟ । ପଞ୍ଚମ ଦିନରେ ଭାରତକୁ ମିଳିଛି ଐତିହାସିକ ସଫଳତା । ଗୋଟିଏ ଦିନରେ ଦେଶକୁ ମିଳିଛି ଦୁଇଟି ସ୍ୱର୍ଣ୍ଣ ସହ ୭ଟି ପଦକ । ସୁଟିଂ ପରେ ବ୍ୟାଡମିଣ୍ଟନ ଓ ଜାଭଲିନରୁ ସ୍ୱର୍ଣ୍ଣ ପଦକ ମିଳିଛି । ବ୍ୟାଡମିଣ୍ଟନ ପୁରୁଷ ଏକକରେ ନିତେଶ ଓ ଜାଭଲିନରେ ସୁମିତ ଅନ୍ତିଲ ସ୍ୱର୍ଣ୍ଣ ଜିତି ଦେଶର ଗୌରବ ବଢ଼ାଇଛନ୍ତି ।

paralympics

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe