କନକ ବ୍ୟୁରୋ : ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ଓ କଂଗ୍ରେସ ମେଣ୍ଟ ବହୁମତ ପାଇବା ଦିଗରେ ଆଗକୁ ବଢୁଛି । ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବଡଗ୍ରାମ ଆସନରୁ ବିଜୟୀ ହୋଇଛନ୍ତି । ଏହି କ୍ରମରେ ଏନସିପି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି କି ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ । ଫାରୁକ କହିଛନ୍ତି କି, ଲୋକମାନେ ସେମାନଙ୍କ ନିଷ୍ପତ୍ତି ଶୁଣାଇସାରିଛନ୍ତି । ଏବେ ସରକାର ଗଠନ କରି ଜାମ୍ମୁ-କାଶ୍ମୀର ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।
ଜାମ୍ମୁ-କାଶ୍ମୀର ନିର୍ବାଚନରେ ଏନସି ମେଣ୍ଟର ଦବଦବା । ବହୁମତ ଠାରୁ ଆଗରେ ଏନସି ମେଣ୍ଟ । ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବା ନେଇ ଫାରୁକଙ୍କ ସୂଚନା
ଏହି କ୍ରମରେ ଏନସିପି ମୁଖ୍ୟ ଫାରୁକ ଅବଦୁଲ୍ଲା କହିଛନ୍ତି କି ଓମାର ଅବଦୁଲ୍ଲା ମୁଖ୍ୟମନ୍ତ୍ରୀ ହେବେ । ଫାରୁକ କହିଛନ୍ତି କି, ଲୋକମାନେ ସେମାନଙ୍କ ନିଷ୍ପତ୍ତି ଶୁଣାଇସାରିଛନ୍ତି । ଏବେ ସରକାର ଗଠନ କରି ଜାମ୍ମୁ-କାଶ୍ମୀର ଲୋକଙ୍କ ସମସ୍ୟା ଦୂର କରିବାକୁ ଚେଷ୍ଟା କରାଯିବ ବୋଲି ସେ କହିଛନ୍ତି ।