ଦିଲ୍ଲୀ ଭୋଟ ଗଣତି ଭିତରେ କଂଗ୍ରେସ ଓ ଆପକୁ ଟାର୍ଗେଟ କଲେ ଉମାର ଅବଦୁଲ୍ଲା ; କହିଲେ,ନିଜ ନିଜ ଭିତରେ ଆହୁରି ଲଢ...

Advertisment
Updated On
ଅଦ୍ୟତନ ହୋଇଛି
2xdbh

Photograph: (google)

କନକ ବ୍ୟୁରୋ : ଆଜି ଦିଲ୍ଲୀରେ ଭୋଟ ଗଣତିର ଦିନ । ଭୋଟ ଗଣତି ଚାଲିଛି, ଆରମ୍ଭରୁ ହିଁ ଫଳାଫଳ ବିଜେପି ସପକ୍ଷରେ ଆସୁଛି । ଏପର୍ଯ୍ୟନ୍ତ ମିଳିଥିବା ତଥ୍ୟ ଅନୁଯାୟୀ, ବିଜେପି ୩୨ ଟି ଆସନରେ ଆଗୁଆ ଅଛି ଯେତେବେଳେ କି ଆପ କେବଳ ୧୪ ଟି ଆସନରେ ଆଗୁଆ କରିପାରିଛି । ଭୋଟ ଗଣତି ମଧ୍ୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରେନ୍ସ ନେତା ଉମାର ଅବଦୁଲ୍ଲା ଟ୍ୱିଟ୍ ମାଧ୍ୟମରେ କଂଗ୍ରେସ ଓ ଆପକୁ ଟାର୍ଗେଟ କରିଛନ୍ତି ।

ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ 'ମହାଭାରତ' ଧାରାବାହିକର ଏକ ଦୃଶ୍ୟ ସେୟାର କରି ଉମାର ଅବଦୁଲ୍ଲା ଲେଖିଛନ୍ତି, 'ନିଜ ନିଜ ମଧ୍ୟରେ ଆହୁରି ଲଢ଼!'... ତାଙ୍କର ସ୍ପଷ୍ଟ ଇଙ୍ଗିତ ଥିଲା ଆପ୍ ଓ କଂଗ୍ରେସର ଫଳାଫଳକୁ ନେଇ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe