ପ୍ରବାସୀ ଭାରତୀୟଙ୍କ ହାତ ଉପରେ ଓଡିଶାର ଆଖି । ରାଜ୍ୟକୁ ମିଳିବ କ'ଣ, ତାକୁ ନେଇ କଳ୍ପନା ଜଳ୍ପନା

Advertisment

 ପ୍ରବାସରେ ରହୁଥିବା ବହୁ ଭାରତୀୟ ବିଦେଶରେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଓଡ଼ିଶାରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ ଆଶା ଆହୁରି ବଢ଼ି ଯାଇଛି । ଏହା ଦ୍ବାରା, ଓଡ଼ିଶା ସହ ବିଭିନ୍ନ ଦେଶର ସମ୍ପର୍କ ଆହୁରି ସୁଦୃଢ ହେବ। ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବାରେ ପ୍ରବାସୀ ସହାୟକ ହେବେ । ଏବଂ ୨୦୩୬ ବିକଶିତ ଓଡ଼ିଶା ଗଠନରେ ପ୍ରବାସୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ।

New Project (15)hhhh

New Project (15)hhhh Photograph: (New Project (15)hhhh)

କନକ ବ୍ୟୁରୋ : ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଓଡିଶାରେ ହେଉଛି ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ। ଯାହାକୁ ଅତି ବଡ ଆକରରେ ଆୟୋଜନ କରାଯାଉଛି। ଏହାକୁ ଭବ୍ୟ ଓ ଦିବ୍ୟ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି। ଯାହାକୁ ନେଇ ଚାରିଆଡେ ଉତ୍ସବର ମାହେୋଲ ସୃଷ୍ଟି ହୋଇଛି। ଆଉ ଏହି ସମ୍ମିଳନୀରୁ ଓଡ଼ିଶାର ଅନେକ ଲାଭ ହେବ ବୋଲି କୁହାଯାଉଛି.. 

ପ୍ରବାସୀ ସମ୍ମିଳନୀରୁ କି ଲାଭ ମିଳିପାରେ      
- ଶିଳ୍ପରେ ପୁଞ୍ଜିନିବେଶ ବୃଦ୍ଧି ପାଇବ 
- ପର୍ଯ୍ୟଟନ   କ୍ଷେତ୍ରର ବିକାଶ ହେବ
- ଶିକ୍ଷା, ଦକ୍ଷତା ବିକାଶ ଓ ଆଇଟି କ୍ଷେତ୍ରରେ ବିକାଶ ହେବ
- ଓଡ଼ିଶାର କଳା, ସଂସ୍କୃତି, ଐତିହ୍ୟର ପ୍ରଚାର ପ୍ରସାର ହେବ
- ଓଡ଼ିଶା ବିଶ୍ବସ୍ତରରେ ଆହୁରି ପରିଚିତ ହେବ
- ଓଡ଼ିଶା ପୂରା ବିଶ୍ବ ସହ ଯୋଡି ହେବ

 ପ୍ରବାସରେ ରହୁଥିବା ବହୁ ଭାରତୀୟ ବିଦେଶରେ ବେଶ ପ୍ରତିଷ୍ଠା ଲାଭ କରିଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଓଡ଼ିଶାରେ ଆୟୋଜିତ ଏହି ସମ୍ମିଳନୀରେ ଯୋଗ ଦେଇଥିବାରୁ ଆଶା ଆହୁରି ବଢ଼ି ଯାଇଛି । ଏହା ଦ୍ବାରା, ଓଡ଼ିଶା ସହ ବିଭିନ୍ନ ଦେଶର ସମ୍ପର୍କ ଆହୁରି ସୁଦୃଢ ହେବ। ଓଡ଼ିଶାର ଅର୍ଥନୀତିକୁ ସୁଦୃଢ କରିବାରେ ପ୍ରବାସୀ ସହାୟକ ହେବେ । ଏବଂ ୨୦୩୬ ବିକଶିତ ଓଡ଼ିଶା ଗଠନରେ ପ୍ରବାସୀ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବେ ।

ଏତେ ବର୍ଷ ଭିତରେ ଓଡ଼ିଶାରେ ପ୍ରଥମ ଥର ପାଇଁ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀର ଆୟୋଜନ ହେଉଛି। ଯାହାକୁ ନେଇ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଲାଗି ରହିଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe