ପଶ୍ଚିମବଙ୍ଗକୁ ଯାଉନି ଓଡ଼ିଶାର ଅଣ୍ଡା, କୁକୁଡ଼ା ଗାଡ଼ି ; ବିଳମ୍ବିତ ରାତିରେ ଆନ୍ଧ୍ର ଓ ତାମିଲନାଡୁ ଗାଡ଼ିକୁ ଛାଡିଲା ପୋଲିସ

Advertisment

 ପଶ୍ଚିମବଙ୍ଗକୁ ଯାଉନି ଓଡ଼ିଶାର ଅଣ୍ଡା, କୁକୁଡ଼ା ଗାଡ଼ି ; ବିଳମ୍ବିତ ରାତିରେ ଆନ୍ଧ୍ର ଓ ତାମିଲନାଡୁ ଗାଡ଼ିକୁ ଛାଡିଲା ପୋଲିସ  ।  କିନ୍ତୁ ବାର୍ଡ ଫ୍ଲୁ ଭୟ ଯୋଗୁଁ ଓଡିଶା ଗାଡିକୁ ମିଳିଲାନି ଅନୁମତି  । 

 ପଶ୍ଚିମବଙ୍ଗକୁ ଯାଉନି ଓଡ଼ିଶାର ଅଣ୍ଡା, କୁକୁଡ଼ା ଗାଡ଼ି ; ବିଳମ୍ବିତ ରାତିରେ ଆନ୍ଧ୍ର ଓ ତାମିଲନାଡୁ ଗାଡ଼ିକୁ ଛାଡିଲା ପୋଲିସ  ।  କିନ୍ତୁ ବାର୍ଡ ଫ୍ଲୁ ଭୟ ଯୋଗୁଁ ଓଡିଶା ଗାଡିକୁ ମିଳିଲାନି ଅନୁମତି  । 

odisha444444

କନକ ବ୍ୟୁରୋ: ପଶ୍ଚିମବଙ୍ଗକୁ ଯାଉନି ଓଡ଼ିଶାର କୁକୁଡ଼ା ଗାଡି। ସୋନା କଣିଆ ଚେକ୍ ପୋଷ୍ଟରେ ରାତିରେ ଆନ୍ଧ୍ର ଓ ତାମିଲନାଡୁ ଗାଡ଼ି ଛାଡିଲା ପଶ୍ଚିମବଙ୍ଗ ପୋଲିସ। ହେଲେ ଓଡ଼ିଶାର କୁକୁଡ଼ା, ଅଣ୍ଡା ଏବଂ କୁକୁଡ଼ା ଦାନା ଗାଡ଼ିକୁ ଛଡାଯାଇନାହିଁ। ବାର୍ଡ ଫ୍ଲୁ ସଂକ୍ରମଣ ଭୟ ପାଇଁ ଓଡ଼ିଶା ଗାଡିକୁ ପ୍ରବେଶ ପାଇଁ ଅନୁମତି ମିଳିନାହିଁ। ଗତକାଲି ସୋନା କଣିଆ ଚେକ ପୋଷ୍ଟ ନିକଟରେ ୧୦୦ରୁ ଅଧିକ ଅଣ୍ଡା ଗାଡି ଅଟକି ରହିଥିଲା। ୫୦ରୁ ଅଧିକ କୁକୁଡ଼ା ଗାଡି ପଶ୍ଚିମବଙ୍ଗ ଯାଇ ନପାରି ଫେରି ଯାଇଥିଲା। ଅଟକି ରହିଥିବା ଆନ୍ଧ୍ର ଓ ତାମିଲନାଡୁର ସମସ୍ତ ଅଣ୍ଡା ଆଡିକୁ ଗତକାଲି ରାତିରେ ଚେକ ପୋଷ୍ଟରେ ଜଗି ରହିଥିବା ପୋଲିସ ଛାଡ଼ି ଦେଇଛି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe