ନ୍ୟୁଜ୍ ରାଜ୍ୟ ମାସେ ଭିତରେ ନିଯୁକ୍ତ ହେବେ ଓଡ଼ିଶାର ପିସିସି ସଭାପତି । ଖୁବଶୀଘ୍ର ନିଷ୍ପତ୍ତି ନେବେ ରାହୁଲ ଗାନ୍ଧୀ ମାସେ ଭିତରେ ନିଯୁକ୍ତ ହେବେ ଓଡ଼ିଶାର ପିସିସି ସଭାପତି । ଖୁବଶୀଘ୍ର ନିଷ୍ପତ୍ତି ନେବେ ରାହୁଲ ଗାନ୍ଧୀ । ପୂର୍ବରୁ ଆଲୋଚନା ସରିଥିବା କହିଲେ ସାଂସଦ ସପ୍ତଗିରି ଉଲ୍ଲାକା । ତାରାଙ୍କ ବୟାନ, ରାହୁଲଙ୍କ ମତକୁ ମାନିବ ଦଳ । 08 Oct 2024 07:54 IST Anupama Rout Follow Us