ମାସେ ଭିତରେ ନିଯୁକ୍ତ ହେବେ ଓଡ଼ିଶାର ପିସିସି ସଭାପତି । ଖୁବଶୀଘ୍ର ନିଷ୍ପତ୍ତି ନେବେ ରାହୁଲ ଗାନ୍ଧୀ
ମାସେ ଭିତରେ ନିଯୁକ୍ତ ହେବେ ଓଡ଼ିଶାର ପିସିସି ସଭାପତି । ଖୁବଶୀଘ୍ର ନିଷ୍ପତ୍ତି ନେବେ ରାହୁଲ ଗାନ୍ଧୀ । ପୂର୍ବରୁ ଆଲୋଚନା ସରିଥିବା କହିଲେ ସାଂସଦ ସପ୍ତଗିରି ଉଲ୍ଲାକା । ତାରାଙ୍କ ବୟାନ, ରାହୁଲଙ୍କ ମତକୁ ମାନିବ ଦଳ ।
/kanak/media/media_files/CoiZtase6LZp1ZiOUDSF.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)