ନର୍ସଙ୍କ ୟୁନିଫର୍ମରେ ସମ୍ବଲପୁରୀ ଛିଟ ; ବଦଳିଲା ଓଡ଼ିଶା ନର୍ସିଂ କ୍ୟାଡରର ଡ୍ରେସ୍‌ କୋଡ୍

 ବଦଳିଲା ଓଡ଼ିଶା ନର୍ସିଂ କ୍ୟାଡରର ଡ୍ରେସ୍‌ କୋଡ  । ନର୍ସିଂ ଅଫିସରଙ୍କ ୟୁନିଫର୍ମରେ ରହିବ ସମ୍ବଲପୁରୀ ଡିଜାଇନ୍  ।ଦେଖିବାକୁ ମିଳିବ ଓଡ଼ିଆ ଅସ୍ମିତାର ଝଲକ ।

15hhhhhh

କନକ ବ୍ୟୁରୋ: ବଦଳିବ ନର୍ସିଙ୍ଗ କ୍ୟାଡରର ଡ୍ରେସ୍ କୋଡ୍ । ଏବେ ସମ୍ପୂର୍ଣ୍ଣ ଧଳା ବଦଳରେ ଧଳା ଡ୍ରେସ୍ ବା ଓଭରକୋଟରେ ସମ୍ବଲପୁରୀ ଛିଟ ଦେଖିବାକୁ ମିଳିବ । ଡିଏନଏସ୍, ଏନଏସ୍ ଅଧିକାରୀଙ୍କ ୟୁନିଫର୍ମ କୋଲାରରେ ସମ୍ବଲପୁରୀ ଡିଜାଇନ୍ ରହିବ । ଏଣିକି ସେବା କ୍ଷେତ୍ରରେ ବି ଦେଖିବାକୁ ମିଳିବ ଓଡିଆ ଅସ୍ପିତାର ଝଲକ । ଏନେଇ ପୂର୍ବରୁ ନର୍ସିଂ ସଂଘ ଦାବି କରିଆସୁଥିବାବେଳେ ଏବେ ଏହି ଦାବି ପୂରଣ ହୋଇଛି । ଏନେଇ ସହମତି ପ୍ରଦାନ କରିଛିରାଜ୍ୟ ସ୍ୱାସ୍ଥ୍ୟ ପରିବାର କଲ୍ୟାଣ  ବିଭାଗ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe