ଅପରାଧର ହିସାବ ଦେଲା ଗୃହ ବିଭାଗ । ଗତବର୍ଷ ଘଟଛି ୨୮୨୬ ଦୁଷ୍କର୍ମ ।

Advertisment

୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି ।

୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି ।

rapte

କନକ ବ୍ୟୁରୋ: ଗୋଟିଏ ବର୍ଷରେ ରାଜ୍ୟରେ ଘଟିଥିବା ଅପରାଧର ହିସାବ ଦେଇଛି ଗୃହ ବିଭାଗ । ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର । ଗତବର୍ଷ ରାଜ୍ୟରେ ଘଟିଛି ୧,୯୯,୯୫୪ ଧତ୍ତବ୍ୟ ଅପରାଧ । ଗତବର୍ଷ ରାଜ୍ୟରେ ଘଟିଛି ୧୩୬୨ଟି ହତ୍ୟାକାଣ୍ଡ । ଗତବର୍ଷ ରାଜ୍ୟରେ ୩୭୦ଟି ଡକାୟତି ଘଟିଛି । ଗତ ଗୋଟିଏ ବର୍ଷରେ ଘଟିଛି ୨୮୨୬ ଦୁଷ୍କର୍ମ । ୨୯୬୧ ଲୁଣ୍ଠନ ୧୬୫୫ଟି ଦଙ୍ଗା ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ଗତବର୍ଷ ମାଓ କାର୍ୟ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି ।  ୨୦୨୩ରେ ୩ ମାଓବାଦୀ ନିହତ ହୋଇଥିବାବେଳେ ୧୩ ମାଓବାଦୀ ଗିରଫ ହୋଇଥିଲେ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe