କନକ ବ୍ୟୁରୋ: ଗୋଟିଏ ବର୍ଷରେ ରାଜ୍ୟରେ ଘଟିଥିବା ଅପରାଧର ହିସାବ ଦେଇଛି ଗୃହ ବିଭାଗ । ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର । ଗତବର୍ଷ ରାଜ୍ୟରେ ଘଟିଛି ୧,୯୯,୯୫୪ ଧତ୍ତବ୍ୟ ଅପରାଧ । ଗତବର୍ଷ ରାଜ୍ୟରେ ଘଟିଛି ୧୩୬୨ଟି ହତ୍ୟାକାଣ୍ଡ । ଗତବର୍ଷ ରାଜ୍ୟରେ ୩୭୦ଟି ଡକାୟତି ଘଟିଛି । ଗତ ଗୋଟିଏ ବର୍ଷରେ ଘଟିଛି ୨୮୨୬ ଦୁଷ୍କର୍ମ । ୨୯୬୧ ଲୁଣ୍ଠନ ୧୬୫୫ଟି ଦଙ୍ଗା ହୋଇଥିବା ଶ୍ୱେତପତ୍ରରେ ଉଲ୍ଲେଖ ରହିଛି । ଗତବର୍ଷ ମାଓ କାର୍ୟ୍ୟକଳାପ ନିୟନ୍ତ୍ରଣାଧୀନ ରହିଛି । ୨୦୨୩ରେ ୩ ମାଓବାଦୀ ନିହତ ହୋଇଥିବାବେଳେ ୧୩ ମାଓବାଦୀ ଗିରଫ ହୋଇଥିଲେ ।
ଅପରାଧର ହିସାବ ଦେଲା ଗୃହ ବିଭାଗ । ଗତବର୍ଷ ଘଟଛି ୨୮୨୬ ଦୁଷ୍କର୍ମ ।
୨୦୨୩ରେ ରାଜ୍ୟରେ ୧ ଲକ୍ଷ ୯୯ ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ଘଟିଛି ।
/kanak/media/media_files/quOIzPhqvv3G0Nn8bdjl.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)