କନକ ବ୍ୟୁରୋ: ଦୁର୍ଗାପୂଜାକୁ ନେଇ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ହାଇକୋର୍ଟ । ଏଥର ଦୁର୍ଗାପୂଜାରେ ରାସ୍ତା ଉପରେ ତୋରଣ ମନା । ରାସ୍ତାରେ ତୋରଣଚ ନକରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ୫ ସୁଦ୍ଧା ରାସ୍ତା ମରାମତି କାମ କରିବାକୁ ନିର୍ଦ୍ଦେଶ । କଟକ ସହର ସମସ୍ୟାକୁ ନେଇ ହାଇକୋର୍ଟଙ୍କ ଉଦବେଗ । ରାସ୍ତା ଦୂରାବସ୍ଥାକୁ ନେଇ ସିଏମସିକୁ ଭତ୍ସର୍ନା । ଖାଲି ସେତିକି ନୁହେଁ, ରାସ୍ତା ଉପରେ କୌଣସି ଗେଟ ନିର୍ମାଣ ହୋଇପାରିବନି । ଦୁର୍ଗାପୂଜା ପୂର୍ବରୁ ଇଲେକ୍ଟ୍ରିକ ତାର ଓ କେବୁଲ ସଜାଡ଼ିବାକୁ ବି ନିର୍ଦ୍ଦେଶ ମିଳିଛି । ଏହାକୁ ନେଇ ଆଗାମୀ ଶୁଣାଣି ଅକ୍ଟୋବର ୩ ତାରିଖରେ କରାଯିବ ।
ଦୁର୍ଗାପୂଜାକୁ ନେଇ ବଡ଼ ନିର୍ଦ୍ଦେଶ । ଏଥର ରାସ୍ତା ଉପରେ ଗେଟ୍ ମନା ।
ରାସ୍ତା ଉପରେ କୌଣସି ଗେଟ ନିର୍ମାଣ ହୋଇପାରିବନି । ଦୁର୍ଗାପୂଜା ପୂର୍ବରୁ ଇଲେକ୍ଟ୍ରିକ ତାର ଓ କେବୁଲ ସଜାଡ଼ିବାକୁ ବି ନିର୍ଦ୍ଦେଶ ମିଳିଛି ।
/kanak/media/media_files/26dlWi42BO4ZWxuHsaoP.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)