ପୁଣି ଓଏଏସ୍ ସ୍ତରରେ ଅଦଳବଦଳ । ଅନାମ ଚରଣ ପାତ୍ର ହେଲେ ସିଏମସି କମିଶନର ।

ଅଦ୍ୟତନ ହୋଇଛି
6666

କନକ ବ୍ୟୁରୋ: ପୁଣି ଓଏଏସ୍ ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ଅନାମ ଚରଣ ପାତ୍ର ହେଲେ ସିଏମସି କମିଶନର । ପୂର୍ବରୁ ଅନାମ ଚରଣ ପାତ୍ର ସିଏମସି ଅତିରିକ୍ତ କମିଶନର ଭାବେ କାର୍ଯ୍ୟ କରୁଥିଲେ । ଏବେ କଳ୍ପତରୁ ବେହେରା ସିଏମସି ଅତିରିକ୍ତ କମିଶନର ଭାବେ ନିଯୁକ୍ତ ହୋଇଛନ୍ତି ।  ସେହିପରି ଗୌରହରି ବେହେରା ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ପାଇଛନ୍ତି । ଯଦୁମଣି ମହଲାଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ମିଳିଛି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe