କନକ ବ୍ୟୁରୋ: ଆସିଲା ସୁଭଦ୍ରା ଯୋଜନା ଗାଇଡଲାଇନ । ଆବେଦନକାରୀ ଓଡିଶା ବାସିନ୍ଦା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୨୧ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ । ଆଧାରକାର୍ଡରେ ଥିବା ତାରଖକୁ ଗ୍ରହଣ କରାଯିବ । ଗାଇଡଲାଇନ ଦେଲା ମହିଳା ଓ ଶିଶୁ ବିକାଶ ବିଭାଗ ।
ଦୁଇ ଦିନ ପୂର୍ବରୁ ସୁଭଦ୍ରା ଯୋଜନା ନେଇ ଏସଓପି ଜାରି କରିଥିଲେ ରାଜ୍ୟ ସରକାରା । ଏହାପରେ ଆଜି ଏହାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ ହିତାଧିକାରୀଙ୍କ ମାନଦଣ୍ଡ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସରକାର ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us