କନକ ବ୍ୟୁରୋ: ଆସିଲା ସୁଭଦ୍ରା ଯୋଜନା ଗାଇଡଲାଇନ । ଆବେଦନକାରୀ ଓଡିଶା ବାସିନ୍ଦା ଆବଶ୍ୟକ । ଆବେଦନକାରୀଙ୍କ ବୟସ ୨୧ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ । ଆଧାରକାର୍ଡରେ ଥିବା ତାରଖକୁ ଗ୍ରହଣ କରାଯିବ । ଗାଇଡଲାଇନ ଦେଲା ମହିଳା ଓ ଶିଶୁ ବିକାଶ ବିଭାଗ ।
ଦୁଇ ଦିନ ପୂର୍ବରୁ ସୁଭଦ୍ରା ଯୋଜନା ନେଇ ଏସଓପି ଜାରି କରିଥିଲେ ରାଜ୍ୟ ସରକାରା । ଏହାପରେ ଆଜି ଏହାକୁ ନେଇ ଗାଇଡଲାଇନ ଜାରି କରିଛନ୍ତି । ଗାଇଡଲାଇନରେ ହିତାଧିକାରୀଙ୍କ ମାନଦଣ୍ଡ ନେଇ ବିସ୍ତୃତ ସୂଚନା ଦେଇଛନ୍ତି ସରକାର ।
କେବଳ ଏମାନଙ୍କୁ ମିଳିବ ସୁଭଦ୍ରା ଯୋଜନା ଲାଭ । ଗାଇଡଲାଇନ ଜାରି କଲେ ସରକାର ।
ଆସିଲା ସୁଭଦ୍ରା ଯୋଜନା ଗାଇଡଲାଇନ । ଆବେଦନକାରୀଙ୍କ ବୟସ ୨୧ରୁ ୬୦ ବର୍ଷ ହୋଇଥିବା ଆବଶ୍ୟକ ।
/kanak/media/media_files/xTOJesIektG7Mjt2QebZ.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/04/28/2025-04-28t103046215z-348267369_658890662730311_6089886170448266075_n.jpg)