ଆଇଏଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ: ମଣ୍ଡି ଖୋଲିବା ପୂର୍ବରୁ ହଟିଲେ ସଚିବ, ପଢ଼ନ୍ତୁ କାହାକୁ ମିଳିଲା କେଉଁ ବିଭାଗର ଦାୟିତ୍ୱ...

7777777777

କନକ ବ୍ୟୁରୋ: ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ କଲେ ରାଜ୍ୟ ସରକାର । ଦେଓରଞ୍ଜନ ସିଂଙ୍କୁ ଓଡ଼ିଶା ବନ ନିଗମ ଅଧ୍ୟକ୍ଷ ଦାୟିତ୍ୱ । ବିଶାଲ ଦେବଙ୍କୁ ଶକ୍ତି ବିଭାଗର ଦାୟିତ୍ୱ ପ୍ରଦାନ । ସଞ୍ଜୟ ସିଂଙ୍କୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଦାୟିତ୍ୱ ଦେଲେ ରାଜ୍ୟ ସରକାର । ଭାସ୍କର ଜ୍ୟୋତି ଶର୍ମା ଓପିଟିସିଏଲ ସିଏମଡି ଭାବେ ନିଯୁକ୍ତ । 888888888

ସେହିପରି ହସ୍ତତନ୍ତ ଓ ବୟନଶିଳ୍ପ କମିଶନର କମ୍ ସଚିବ ଦାୟିତ୍ୱ ପାଇଲେ ଗୁହା ପୁନମ । ଗିରିଶ ଏସ୍.ଏନଙ୍କୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସଚିବ ଭାବେ ନିଯୁକ୍ତ । ବୀରବିକ୍ରମ ଯାଦବଙ୍କ ହାତରୁ ଖସିଲା ଯୋଗାଣ ବିଭାଗ, ଏବେ ଯୋଗାଣ ବିଭାଗର ଦାୟିତ୍ୱରେ ନିଯୁକ୍ତ ହେଲେ ସଞ୍ଜୟ ସିଂ । ସୁଶୀଲ ଲୋହାନୀଙ୍କ ପାଖରୁ କାଢ଼ି ନିଆଗଲା ଅବକାରୀ ବିଭାଗ । ଗୁହା ପୁନମଙ୍କୁ ମିଳିଲା ଅବକାରୀ ବିଭାଗର ଅତିରିକ୍ତ ଦାୟିତ୍ୱ । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe