ଜମ୍ମୁକାଶ୍ମୀର ବିପକ୍ଷ ସେମିଫାଇନାଲ ପାଇଁ ଓଡ଼ିଶା ଡିଫ୍ କ୍ରିକେଟ୍ ଟିମ୍ ଘୋଷଣା

Advertisment

ଘୋଷଣା ହେଲା ଓଡ଼ିଶା ଡିଫ୍ କ୍ରିକେଟ୍ ଟିମ୍ ।  ଆସନ୍ତା ଜମ୍ମୁକାଶ୍ମୀର ବିପକ୍ଷ ସେମିଫାଇନାଲ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି ।

ଘୋଷଣା ହେଲା ଓଡ଼ିଶା ଡିଫ୍ କ୍ରିକେଟ୍ ଟିମ୍ ।  ଆସନ୍ତା ଜମ୍ମୁକାଶ୍ମୀର ବିପକ୍ଷ ସେମିଫାଇନାଲ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି ।

TEAM

Photograph: (KANAKNEWS)

କନକ ବ୍ୟୁରୋ: ଘୋଷଣା ହେଲା ଓଡ଼ିଶା ଡିଫ୍ କ୍ରିକେଟ୍ ଟିମ୍ ।  ଆସନ୍ତା ଜମ୍ମୁକାଶ୍ମୀର ବିପକ୍ଷ ସେମିଫାଇନାଲ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି । ୧୪ ଜଣିଆ ଏହି ଦଳରେ ସନ୍ତୋଷ କୁମାର ମହାପାତ୍ରଙ୍କୁ କ୍ୟାପଟେନ୍ ଭାବେ ଘୋଷଣା କରାଯାଇଛି ।  ,ତେବେ ଜାଣିରଖିବା ଉଚିତ ଯେ, ଆଇଡିସିଏ ଚତୁର୍ଥ ଟେଷ୍ଟ ନ୍ୟାସନାଲ କ୍ରିକେଟ୍ ଚାମ୍ପିୟନସିପ୍ ଫର୍ ଡିଫର ସେମିଫାଇନାଲରେ ମୁହାଁମୁହିଁ ହେବେ ଓଡ଼ିଶା ଏବଂ ଜମ୍ମୁକାଶ୍ମୀର ଟିମ୍ ।  ଯେଉଁଥିପାଇଁ ଏବେ ଓଡ଼ିଶା ଟିମର ଦଳ ଘୋଷଣା କରାଯାଇଛି ।

ଅଧିକ ପଢନ୍ତୁ.... ୨୦୨୬ ବର୍ଷ ହେବ ଅଦ୍ଭୁତ: ୧୨ ନୁହେଁ ଏଥର ପଡ଼ିବ ୧୩ ମାସ!

TEAM SPORTS
Photograph: (KANAKNEWS)
2
Photograph: (KANAKNEWS)

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe