କନକ ବ୍ୟୁରୋ: ଘୋଷଣା ହେଲା ଓଡ଼ିଶା ଡିଫ୍ କ୍ରିକେଟ୍ ଟିମ୍ । ଆସନ୍ତା ଜମ୍ମୁକାଶ୍ମୀର ବିପକ୍ଷ ସେମିଫାଇନାଲ ମ୍ୟାଚ୍ ପାଇଁ ଓଡ଼ିଶା ଦଳ ଘୋଷଣା କରାଯାଇଛି । ୧୪ ଜଣିଆ ଏହି ଦଳରେ ସନ୍ତୋଷ କୁମାର ମହାପାତ୍ରଙ୍କୁ କ୍ୟାପଟେନ୍ ଭାବେ ଘୋଷଣା କରାଯାଇଛି । ,ତେବେ ଜାଣିରଖିବା ଉଚିତ ଯେ, ଆଇଡିସିଏ ଚତୁର୍ଥ ଟେଷ୍ଟ ନ୍ୟାସନାଲ କ୍ରିକେଟ୍ ଚାମ୍ପିୟନସିପ୍ ଫର୍ ଡିଫର ସେମିଫାଇନାଲରେ ମୁହାଁମୁହିଁ ହେବେ ଓଡ଼ିଶା ଏବଂ ଜମ୍ମୁକାଶ୍ମୀର ଟିମ୍ । ଯେଉଁଥିପାଇଁ ଏବେ ଓଡ଼ିଶା ଟିମର ଦଳ ଘୋଷଣା କରାଯାଇଛି ।
ଅଧିକ ପଢନ୍ତୁ.... ୨୦୨୬ ବର୍ଷ ହେବ ଅଦ୍ଭୁତ: ୧୨ ନୁହେଁ ଏଥର ପଡ଼ିବ ୧୩ ମାସ!
/filters:format(webp)/kanak/media/media_files/2025/12/09/team-sports-2025-12-09-13-18-08.jpeg)
/filters:format(webp)/kanak/media/media_files/2025/12/09/1-2025-12-09-13-16-17.png)
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/media_files/2025/12/09/team-2025-12-09-13-17-28.jpeg)