କନକ ବ୍ୟୁରୋ : ସାଧାରଣ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ଅଭିଯୋଗ ପ୍ରକୋଷ୍ଠର ୧୩ତମ ଅଭିଯୋଗ ଶୁଣାଣି କରିଛନ୍ତି ମୋହନ ଚରଣ ମାଝୀ । ଏପର୍ଯ୍ୟନ୍ତ ୧୧ ହଜାର ୫୧୬ ଅଭିଯୋଗ ମଧ୍ୟରୁ ୧୦ ହଜାର ୫୦୨ ଅଭିଯୋଗର ସମାଧାନ ହୋଇଛି । ଅର୍ଥାତ୍ ୯୧ ପ୍ରତିଶତ ଅଭିଯୋଗ ସମାଧାନ ହୋଇଛି । ୪୮ ଗୋଟି ଅଭିଯୋଗର ତର୍ଜମା କରି ୫୩ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ଦେଇସାରିଛନ୍ତି ମୁଖ୍ୟମନ୍ତ୍ରୀ । ସୋମବାର ୩ ଅଭିଯୋଗକାରୀ ଆର୍ଥିକ ସହାୟତା ପାଇଁ ଆସିଥିଲେ । ସେମାନଙ୍କୁ ଦେଢ଼ ଲକ୍ଷ ଟଙ୍କାର ସହାୟତା ମିଳିଛି । ଆଜି ୧ ହଜାର ଅଭିଯୋଗ ଗ୍ରହଣ କରାଯାଇଛି । ରାଜଧାନୀରୁ ଦୂରକୁ ଯାଇ ଅଭିଯୋଗ ଶୁଣାଣି କରିବାକୁ ବ୍ୟବସ୍ଥା କରୁଛନ୍ତି ସରକାର ।
ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଅଭିଯୋଗ ପ୍ରକୋଷ୍ଠର ୧୩ତମ ଅଭିଯୋଗ ଶୁଣାଣି କରିଛନ୍ତି ମୋହନ ଚରଣ ମାଝୀ । ଏପର୍ଯ୍ୟନ୍ତ ୧୧ ହଜାର ୫୧୬ ଅଭିଯୋଗ ମଧ୍ୟରୁ ୧୦ ହଜାର ୫୦୨ ଅଭିଯୋଗର ସମାଧାନ ହୋଇଛି ।
/kanak/media/media_files/2025/07/28/cm-odisha-2025-07-28-19-43-47.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)