Tong Il moo do ଫେଡେରେସନ ପକ୍ଷରୁ ଦଶମ ରାଜ୍ୟ ସ୍ତରୀୟ tong il moo do ଚାମ୍ପିଅନସିପ ଫିରେ ଫକ୍ସ ଷ୍ଟାଡିୟମ୍ , ହାଇଦ୍ରାବାଦ, ତେଲେଙ୍ଗାନାଠାରେ ଉଦଜାପିତ ହୋଇସାରିଛି  । ଏହି ଚାମ୍ପିଅନସିପ ୧୩ ରୁ ଆରମ୍ଭ ହୋଇ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିଲା । ଏଥିରେ ସାର ଭାରତ ବର୍ଷରୁ ୧୮ ଟି ରାଜ୍ୟରୁ ୪୬୫ କ୍ରିଦାବିଡ ଅଂଶ ଗ୍ରହଣ କରିଥିଲେ ।

Advertisment

ticondo

ଏହି ଚାମ୍ପିଅନସିପରେ ଓଡ଼ିଶାର କ୍ରୀଡାବିତମାନେ ୧୭ ଟି ସ୍ବର୍ଣ୍ଣ ପଦକ , ୬ ଟି ରୋପ୍ୟ ପଦକ ଓ ୫ ଟି କାଂସ୍ୟ ପଦକ ସାହିତ୍ୟ ଓଡ଼ିଶା ଦଳ ପ୍ରଥମ ସ୍ଥାନ ଅଧିକାର କରିବା ସହିତ ଓଡ଼ିଶା ଦଳକୁ ଏକ୍ସିଲେନ୍ସ ଆୱାର୍ଡ ଦିଆଯାଇଛି  । ଏହି ପ୍ରତିଯୋଗିତାରେ ଓଡ଼ିଶାର ରେଫରୀ ଏବଂ କୋଚ୍ ଓ ମ୍ୟାନେଜରଙ୍କୁ ସମ୍ମାନିତ କରାଯାଇଛି । ଏହି ଅବସରରେ ଓଡ଼ିଶା ଆସୋସିଏସନର ସଭାପତି ଓ ଚେୟାରମ୍ୟାନ୍ ସମସ୍ତଙ୍କୁ ଧନ୍ୟବାଦ୍ ଜଣାଇଛନ୍ତି ।