ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣାଗ୍ରସ୍ତ ; ୪ ଓଡ଼ିଆ ମୃତ

ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣାଗ୍ରସ୍ତ। ୪ ଶ୍ରମିକ ମୃତ, ୧୮ ଆହତ । ଖମମ- ସୂର୍ଯ୍ୟାପେଟ ଜାତୀୟ ରାଜପଥରେ ଟ୍ରକ୍‌କୁ ପଛପଟୁ ପିଟିଥିଲା ଯାତ୍ରୀବାହି ବସ୍ । ନୂଆପଡ଼ା ସିନାପାଲିରୁ ବାହାରିଥିଲା ବସ୍।

22odisha

କନକ ବ୍ୟୁରୋ: ତେଲେଙ୍ଗାନାରେ ଓଡିଶା ବସ ଦୁର୍ଘଟଣାଗ୍ରସ୍ତ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଶ୍ରମିକ ମୃତ। ତେଲେଙ୍ଗାନା ଖମମ- ସୂର୍ୟ୍ୟାପେଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ଛିଡ଼ାହୋଇଥିବା ଟ୍ରକକୁ ପିଟିଛି ଯାତ୍ରୀବାହି ବସ। ସୂର୍ୟାପେଟ ଜିଲ୍ଲା ଚେଭମ ନିକଟରେ ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ୧୦ ରୁ ଅଧିକ ଆହତ ହୋଇଛନ୍ତି। "ଗୁପ୍ତା" ବସରେ ଥିଲେ ୩୨ ଯାତ୍ରୀ। ଓଡିଶାରୁ ହାଇଦ୍ରାବାଦ ଯାଉଥିଲେ ଶ୍ରମିକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe