କନକ ବ୍ୟୁରୋ: ତେଲେଙ୍ଗାନାରେ ଓଡିଶା ବସ ଦୁର୍ଘଟଣାଗ୍ରସ୍ତ । ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ ଶ୍ରମିକ ମୃତ। ତେଲେଙ୍ଗାନା ଖମମ- ସୂର୍ୟ୍ୟାପେଟ ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି। ଛିଡ଼ାହୋଇଥିବା ଟ୍ରକକୁ ପିଟିଛି ଯାତ୍ରୀବାହି ବସ। ସୂର୍ୟାପେଟ ଜିଲ୍ଲା ଚେଭମ ନିକଟରେ ଦୁର୍ଘଟଣା। ମୃତକଙ୍କ ମଧ୍ୟରେ ୨ ମହିଳା ଅଛନ୍ତି। ୧୦ ରୁ ଅଧିକ ଆହତ ହୋଇଛନ୍ତି। "ଗୁପ୍ତା" ବସରେ ଥିଲେ ୩୨ ଯାତ୍ରୀ। ଓଡିଶାରୁ ହାଇଦ୍ରାବାଦ ଯାଉଥିଲେ ଶ୍ରମିକ ।
ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣାଗ୍ରସ୍ତ ; ୪ ଓଡ଼ିଆ ମୃତ
ତେଲେଙ୍ଗାନାରେ ଓଡ଼ିଶା ବସ ଦୁର୍ଘଟଣାଗ୍ରସ୍ତ। ୪ ଶ୍ରମିକ ମୃତ, ୧୮ ଆହତ । ଖମମ- ସୂର୍ଯ୍ୟାପେଟ ଜାତୀୟ ରାଜପଥରେ ଟ୍ରକ୍କୁ ପଛପଟୁ ପିଟିଥିଲା ଯାତ୍ରୀବାହି ବସ୍ । ନୂଆପଡ଼ା ସିନାପାଲିରୁ ବାହାରିଥିଲା ବସ୍।
/kanak/media/media_files/2025/01/10/LL02EKSHRftp3IUevJbE.jpg)