ରାଜ୍ୟ ବିଜେପିର ସଭାପତି ଚୟନ ପାଇଁ ଘୋଷଣା ହେଲା ତାରିଖ, ଜାଣନ୍ତୁ ସଭାପତି ଦୌଡରେ ଆଗରେ କେଉଁ ନେତା

ଏନେଇ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୮ ତାରିଖରେ ସଭାପତିଙ୍କ  ଭୋଟ ପଡିବ ଓ ନାମ ଘୋଷଣା ହେବ । ଏନେଇ ବିଜେପି ସାଂସଦ ତଥା ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି । 

FSDFSSDSDF

କନକ ବ୍ୟୁରୋ : ଦୀର୍ଘଦିନ ଧରି ଲାଗି ରହିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଦୀର୍ଘଦିନ ହେବ ରାଜ୍ୟ ବିଜେପି ସଭାପତି ଚୟନକୁ ନେଇ ଲାଗି ରହିଥିବା ଆଶଂକାର ପୂର୍ଣ୍ଣଛେଦ ପଡିଚି । ଜୁଲାଇ ମାସ ୮ ତାରିଖରେ ରାଜ୍ୟ ବିଜେପି ପାଇଁ ସଭାପତି ଚୟନ ହେବ । ଏନେଇ ସଭାପତି ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏନେଇ ୬ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ ଓ ୮ ତାରିଖରେ ସଭାପତିଙ୍କ  ଭୋଟ ପଡିବ ଓ ନାମ ଘୋଷଣା ହେବ । ଏନେଇ ବିଜେପି ସାଂସଦ ତଥା ରାଜ୍ୟ ବିଜେପିର ନିର୍ବାଚନ ଅଧିକାରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସୂଚନା ଦେଇଛନ୍ତି ।

ସେପଟେ ସଭାପତି ପଦ ପାଇଁ ମତଦାନ ତାରିଖ ଘୋଷଣା ହେବା ପରେ କିଏ ହେବେ ସଭାପତି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏବେ ସଭାପତି ପଦରେ ଥିବା ମନମୋହନ ସାମଲ ପୁଣି ପଦ ଦୋହରାଇବେ ନା ଅନ୍ୟ କେଉଁ ନେତାଙ୍କୁ ରାଜ୍ୟ ସଭାପତି ପଦ ମିଳିବ ? 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe