କନକ ବ୍ୟୁରୋ: ରାଜ୍ୟରେ ୨୦୨୧-୨୨ ଓ ୨୦୨୪-୨୫ ଭିତରେ ଜବତ ହୋଇଛି ବହୁ ପରିମାଣର ଗଞ୍ଜେଇ । ୨୦୨୧-୨୨ରେ ୫୭୪ ମାମଲା ଆସିଥିବାବେଳେ ୩୨ ହଜାର ୨୭୬.୮୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୬୮୨ ଗିରଫ ହୋଇଛନ୍ତି । ୨୦୨୨-୨୩ରେ ୧୫୦୬ ମାମଲା ଆସିଥିବାବେଳେ ୪୨ ହଜାର ୮୬୬.୮୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୮୧୯ ଗିରଫ ହୋଇଛନ୍ତି । ୨୦୨୩-୨୪ରେ ୧୧୮୪ ମାମଲା ଆସିଥିବାବେଳେ ୩୪ ହଜାର ୬୪୦.୧୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୪୯୪ ଗିରଫ ହୋଇଛନ୍ତି । ୨୦୨୪-୨୫ରେ ୧୦୬୧ ମାମଲା ଆସିଥିବାବେଳେ ୩୪ ହଜାର ୬୭୯.୨୬ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୪୬୪ ଗିରଫ ହୋଇଛନ୍ତି । ୨୦୨୪-୨୫ ସେପ୍ଟେମ୍ବର ୧୬ ଭିତରେ ୬୩୦ ମାମଲା ଆସିଥିବାବେଳେ ୧୫ହଜାର ୪୩୮.୬୮ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୮୪୯ ଗିରଫ ହୋଇଛନ୍ତି । ଗୃହରେ ଉତ୍ତର ରଖିଛନ୍ତି ଅବକାରୀ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନ ଏହି ଉତ୍ତର ଦେଇଛନ୍ତି ।
ଗଞ୍ଜେଇ ହବ୍ ପାଲଟିଛି ଓଡ଼ିଶା: ୨୦୨-୨୨ ଓ ୨୦୨୪-୨୫ ଭିତରେ ବିପୁଳ ଗଞ୍ଜେଇ ଜବତ
୨୦୨୧-୨୨ରେ ୫୭୪ ମାମଲା ଆସିଥିବାବେଳେ ୩୨ ହଜାର ୨୭୬.୮୫ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୬୮୨ ଗିରଫ ହୋଇଛନ୍ତି । ୨୦୨୨-୨୩ରେ ୧୫୦୬ ମାମଲା ଆସିଥିବାବେଳେ ୪୨ ହଜାର ୮୬୬.୮୨ କିଲୋଗ୍ରାମ ଗଞ୍ଜେଇ ଜବତ ହୋଇଛି । ଏଥିରେ ୧୮୧୯ ଗିରଫ ହୋଇଛନ୍ତି ।
/kanak/media/media_files/2025/09/20/47-2025-09-20-13-16-06.jpg)