ଜାତୀୟ ପାରା ଶକ୍ତିଉତ୍ତୋଳନରେ ଓଡ଼ିଶାରୁ ୧୦

Advertisment

ମହିଳା ୫୦ କେଜିରେ ସାବିତ୍ରୀ ବେହେରା, ଉପକନିଷ୍ଠ ବାଳିକା ୫୫କେଜିରେ ସରୋଜିନୀ ପରିଡ଼ା, କନିଷ୍ଠ ବାଳକ ୪୯ କେଜିରେ ମୁକେଶ ନାଏକ ଓ ୫୯ କେଜିରେ ଶ୍ୟାମ ମାରାଣ୍ଡି ଅଂଶଗ୍ରହଣ କରିବେ । ପ୍ରଶିକ୍ଷକ ଭାବେ ବାପୁଜୀ କୁମାର ବିଶ୍ବାଳ ଦଳ ସହ ରହିଛନ୍ତି ।

Para Athelete

କନକ ବ୍ୟୁରୋ: ଉତ୍ତରାଖଣ୍ଡର ରୁର୍‌କିରେ ଆରମ୍ଭ ହୋଇଥିବା ଜାତୀୟ ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠ ପାରା ଶକ୍ତିଉତ୍ତୋଳନରେ ଓଡ଼ିଶାରୁ ୧୦ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୁରୁଷ ୯୭ କେଜିରେ ଚନ୍ଦନ କୁମାର ବେହେରା, ୭୨ କେଜିରେ ଜ୍ଞାନରଞ୍ଜନ ସାହୁ, ୬୫ କେଜିରେ ଗଦାଧର ସାହୁ, ୪୯ କେଜିରେ ରାମଦାସ ରୁଙ୍ଗୁଡ଼ା, ୮୦ କେଜିରେ ରାକେଶ କୁମାର ମଲ୍ଲିକ ଓ ୫୯ କେଜିରେ କୁମାର ପାଣିଗ୍ରାଣୀ ଭାଗନେଉଛନ୍ତି । ମହିଳା ୫୦ କେଜିରେ ସାବିତ୍ରୀ ବେହେରା, ଉପକନିଷ୍ଠ ବାଳିକା ୫୫କେଜିରେ ସରୋଜିନୀ ପରିଡ଼ା, କନିଷ୍ଠ ବାଳକ ୪୯ କେଜିରେ ମୁକେଶ ନାଏକ ଓ ୫୯ କେଜିରେ ଶ୍ୟାମ ମାରାଣ୍ଡି ଅଂଶଗ୍ରହଣ କରିବେ । ପ୍ରଶିକ୍ଷକ ଭାବେ ବାପୁଜୀ କୁମାର ବିଶ୍ବାଳ ଦଳ ସହ ରହିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe