କନକ ବ୍ୟୁରୋ: ଉତ୍ତରାଖଣ୍ଡର ରୁର୍କିରେ ଆରମ୍ଭ ହୋଇଥିବା ଜାତୀୟ ବରିଷ୍ଠ, କନିଷ୍ଠ ଓ ଉପକନିଷ୍ଠ ପାରା ଶକ୍ତିଉତ୍ତୋଳନରେ ଓଡ଼ିଶାରୁ ୧୦ ଜଣ ପ୍ରତିଦ୍ୱନ୍ଦ୍ୱିତା କରିବେ । ପୁରୁଷ ୯୭ କେଜିରେ ଚନ୍ଦନ କୁମାର ବେହେରା, ୭୨ କେଜିରେ ଜ୍ଞାନରଞ୍ଜନ ସାହୁ, ୬୫ କେଜିରେ ଗଦାଧର ସାହୁ, ୪୯ କେଜିରେ ରାମଦାସ ରୁଙ୍ଗୁଡ଼ା, ୮୦ କେଜିରେ ରାକେଶ କୁମାର ମଲ୍ଲିକ ଓ ୫୯ କେଜିରେ କୁମାର ପାଣିଗ୍ରାଣୀ ଭାଗନେଉଛନ୍ତି । ମହିଳା ୫୦ କେଜିରେ ସାବିତ୍ରୀ ବେହେରା, ଉପକନିଷ୍ଠ ବାଳିକା ୫୫କେଜିରେ ସରୋଜିନୀ ପରିଡ଼ା, କନିଷ୍ଠ ବାଳକ ୪୯ କେଜିରେ ମୁକେଶ ନାଏକ ଓ ୫୯ କେଜିରେ ଶ୍ୟାମ ମାରାଣ୍ଡି ଅଂଶଗ୍ରହଣ କରିବେ । ପ୍ରଶିକ୍ଷକ ଭାବେ ବାପୁଜୀ କୁମାର ବିଶ୍ବାଳ ଦଳ ସହ ରହିଛନ୍ତି ।
ଜାତୀୟ ପାରା ଶକ୍ତିଉତ୍ତୋଳନରେ ଓଡ଼ିଶାରୁ ୧୦
ମହିଳା ୫୦ କେଜିରେ ସାବିତ୍ରୀ ବେହେରା, ଉପକନିଷ୍ଠ ବାଳିକା ୫୫କେଜିରେ ସରୋଜିନୀ ପରିଡ଼ା, କନିଷ୍ଠ ବାଳକ ୪୯ କେଜିରେ ମୁକେଶ ନାଏକ ଓ ୫୯ କେଜିରେ ଶ୍ୟାମ ମାରାଣ୍ଡି ଅଂଶଗ୍ରହଣ କରିବେ । ପ୍ରଶିକ୍ଷକ ଭାବେ ବାପୁଜୀ କୁମାର ବିଶ୍ବାଳ ଦଳ ସହ ରହିଛନ୍ତି ।
/kanak/media/media_files/2026/01/16/para-athelete-2026-01-16-21-44-29.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)