କନକ ବ୍ୟୁରୋ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା । ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମିଳିବ ମାସିକ ସହାୟତା । ମାସିକ ୩୦ ହଜାର ଟଙ୍କା ସହାୟତା ଦେବେ ସରକାର । ପଦ୍ମ ବିଜେତାଙ୍କୁ ସମ୍ମାନ ସୂଚକ ସହାୟତା ଦେବାକୁ ନିଷ୍ପତ୍ତି ନେଲେ ସରକାର । ଉପକୃତ ହେବେ ରାଜ୍ୟର ୫୫ ଜଣ ଜୀବିତ ପଦ୍ମ ବିଜେତା । ଏଥିପାଇଁ ବର୍ଷକୁ ୨ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର ।
ମୋହନ ସରକାରଙ୍କ ବଡ଼ ଘୋଷଣା; ପଦ୍ମ ବିଜେତାଙ୍କୁ ମିଳିବ ମାସିକ ୩୦ ହଜାର
ରାଜ୍ୟର ସମସ୍ତ ପଦ୍ମ ବିଜେତାଙ୍କୁ ମିଳିବ ମାସିକ ସହାୟତା । ମାସିକ ୩୦ ହଜାର ଟଙ୍କା ସହାୟତା ଦେବେ ସରକାର ।