ବାଲେଶ୍ୱରରେ ସମ୍ବାଦ ପକ୍ଷରୁ ଓଡିଶା-୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ : ୩୦୦ରୁ ଉର୍ଦ୍ଧ୍ବ ମହିଳା ଉଦ୍ୟୋଗୀଙ୍କ ଯୋଗଦାନ

Advertisment

ବାଲେଶ୍ଵରରେ ସମ୍ବାଦ ପକ୍ଷରୁ ଆୟୋଜିତ ଓଡ଼ିଶା -୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବାଲେଶ୍ଵରରୁ ନେଇ, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ମହିଳା ଉଦ୍ୟୋଗୀ ଯୋଗ ଦେଇଥିଲେ। ଉପସ୍ଥିତ ଅତିଥି ମାନେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ ।

baleswar

କନକବ୍ୟୁରୋ : ବାଲେଶ୍ଵରରେ ସମ୍ବାଦ ପକ୍ଷରୁ ଆୟୋଜିତ ଓଡ଼ିଶା -୫୦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ଵରରୁ ନେଇ, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ମହିଳା ଉଦ୍ୟୋଗୀ ଯୋଗ ଦେଇଥିଲେ । 

ଉପସ୍ଥିତ ଅତିଥି ମାନେ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଅଧିକ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା । ସେହିଭଳି ଦ୍ଵିତୀୟ ଆଲୋଚନା ଚକ୍ରରେ ଉଦ୍ୟୋଗୀ ମହିଳାଙ୍କ ସମସ୍ୟା ଓ ସମାଧାନ ପାଇଁ ଆଲୋଚନା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe