ମଞ୍ଚରେ ସୀମା ଟପିଲା ଅଶ୍ଳୀଳତା : ମାଆ ସୀତା ଭୂମିକାରେ ଥିବା କଳାକାରଙ୍କୁ ଉଲଗ୍ନ ସହ କଲେ ଦୁଷ୍କର୍ମ ଉଦ୍ୟମ

ରାମାୟଣ ମଞ୍ଚରେ ସୀମା ଟପିଲେ ରାବଣ ଚରିତ୍ର ନିଭାଉଥିବା ବ୍ୟକ୍ତି । ମାଆ ସୀତା ଭୂମିକାରେ ଥିବା କଳାକାରଙ୍କୁ ଉଲଗ୍ନ ସହ କଲେ ଦୁଷ୍କର୍ମ ଉଦ୍ୟମ । ଅଶ୍ଳୀଳତା ର ଚରମ ସୀମା ଟପିଛି ଏହି ଘଟଣା  ।

2

Photograph: (KANAKNEWS)

କନକବ୍ୟୁରୋ :  ରାମାୟଣ ମଞ୍ଚରେ ସୀମା ଟପିଲେ ରାବଣ ଚରିତ୍ର ନିଭାଉଥିବା ବ୍ୟକ୍ତି । ମାଆ ସୀତା ଭୂମିକାରେ ଥିବା କଳାକାରଙ୍କୁ ଉଲଗ୍ନ ସହ କଲେ ଦୁଷ୍କର୍ମ ଉଦ୍ୟମ । ଅଶ୍ଳୀଳତା ର ଚରମ ସୀମା ଟପିଛି ଏହି ଘଟଣା  । ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ମୌଳାଭଣଜା ଗାଁ ଯାତ୍ରାରେ ଅଭିନୀତ ହୋଇଥିଲା ଏହି କାହାଣୀ । ଯେଉଁଠି ଅପସଂସ୍କୃତିର ଝଲକ ଦେଖିବାକୁ ମିଳିଛି  । 

ଅଧିକ ପଢନ୍ତୁ... ନୀତୀଶଙ୍କ ଦଳ ଜିତିଲା ୨୫ରୁ ଅଧିକ ସିଟ୍; ରାଜନୀତି ଛାଡ଼ିଦେବେ କି ପ୍ରଶାନ୍ତ କିଶୋର?

ବିଡ଼ମ୍ବନାର କଥା ହେଲା, ଅଶ୍ଳୀଳତାର ଏଭଳି ଦୃଶ୍ୟକୁ ଶହ ଶହ ଲୋକେ ଉପଭୋଗ କରୁଛନ୍ତି । କିନ୍ତୁ କେହି ବିରୋଧ କରିନାହାନ୍ତି । ରାବଣ ଭୂମିକାରେ ଅଭିନୟ କରୁଥିବା କଳାକାର ନିଜ ହିତାହିତ ଜ୍ଞାନ ଭୁଲିଯିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । 

ଅଧିକ ପଢନ୍ତୁ..ବିହାର ସରକାର ଗଠନର ଫର୍ମୁଲା ବାହାରିଲା: ବିଜେପିର ୧୫ରୁ୧୬ ନେତା ହେବେ ମନ୍ତ୍ରୀ!

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe