ଘୁଞ୍ଚିଲା ଓଏଏସ୍ ପ୍ରିଲିମ୍ ; ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା

ଘୁଞ୍ଚିଲା ଓଡିଶା ପ୍ରଶାସନିକ ସେବା ( ଓଏଏସ) ପ୍ରିଲିମ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଲୋକସେବା ଆୟୋଗ । ୭ ଦିନ ପରେ ପୁଣି ଧାର୍ଯ୍ୟ ହେବ ନୂଆ ତାରିଖ

52OAS

କନକ ବ୍ୟୁରୋ: ଘୁଞ୍ଚିଲା ଓଡିଶା ପ୍ରଶାସନିକ ସେବା ( ଓଏଏସ) ପ୍ରିଲିମ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଲୋକସେବା ଆୟୋଗ । ୭ ଦିନ ପରେ ପୁଣି ଧାର୍ଯ୍ୟ ହେବ ନୂଆ ତାରିଖ । ବାତ୍ୟା ‘ ଦାନା’ କୁ ଦୃଷ୍ଟିରେ ରଖି ପ୍ରିଲିମ୍ ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷା ଅକ୍ଟୋବର ୨୭ ତାରିଖରେ ହେବାକୁ ଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe