କନକ ବ୍ୟୁରୋ: ଘୁଞ୍ଚିଲା ଓଡିଶା ପ୍ରଶାସନିକ ସେବା ( ଓଏଏସ) ପ୍ରିଲିମ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଲୋକସେବା ଆୟୋଗ । ୭ ଦିନ ପରେ ପୁଣି ଧାର୍ଯ୍ୟ ହେବ ନୂଆ ତାରିଖ । ବାତ୍ୟା ‘ ଦାନା’ କୁ ଦୃଷ୍ଟିରେ ରଖି ପ୍ରିଲିମ୍ ପରୀକ୍ଷାକୁ ବାତିଲ କରାଯାଇଛି । ଏହି ପରୀକ୍ଷା ଅକ୍ଟୋବର ୨୭ ତାରିଖରେ ହେବାକୁ ଥିଲା ।
ଘୁଞ୍ଚିଲା ଓଏଏସ୍ ପ୍ରିଲିମ୍ ; ଓଡିଶା ଲୋକସେବା ଆୟୋଗ ପକ୍ଷରୁ ସୂଚନା
ଘୁଞ୍ଚିଲା ଓଡିଶା ପ୍ରଶାସନିକ ସେବା ( ଓଏଏସ) ପ୍ରିଲିମ୍ ପରୀକ୍ଷା । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଲୋକସେବା ଆୟୋଗ । ୭ ଦିନ ପରେ ପୁଣି ଧାର୍ଯ୍ୟ ହେବ ନୂଆ ତାରିଖ
/kanak/media/media_files/2024/10/23/fu9fFibcjbSmlgU0Obhl.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t075448932z-whatsapp-image-2025-12-17-at-12423-pm-2025-12-17-13-24-48.jpeg)