ଓଏଏସ୍ ଅଫିସର ଆଲବର୍ଟ ହାଂସଦାଙ୍କ ପ୍ରେମ ବ୍ୟାପାର ବିବାଦରେ ପଡିଲା ଯବନିକା । ସଂପୃକ୍ତ ଯୁବତୀଙ୍କୁ ବୋହୂ କରିନେବାକୁ ରାଜିହେଲା ହାଂସଦାଙ୍କ ପରିବାର

ଆଲବର୍ଟଙ୍କ ବାପାମା ଏବଂ ସମ୍ପୃକ୍ତ ଯୁବତୀ ଜଗତସିଂହପୁର ଟାଉନ ଥାନାରେ ଉପସ୍ଥିତି ହୋଇଥିଲେ। ଥାନା ଅଧିକାରୀ ପ୍ରଭାସ ସାହୁଙ୍କ ହସ୍ତକ୍ଷେପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା।  ଉଭୟ ପକ୍ଷର ସହମତିକ୍ରମେ ସମ୍ପୃକ୍ତ ଯୁବତୀଙ୍କୁ ବୋହୁରୂପେ ହାଁସଦାଙ୍କ ପରିବାର ଲୋକ ଗ୍ରହଣ କରିଛନ୍ତି। ଏବେ ଯୁବତୀଜଣକ ଖୁସିର ସହ ଶାଶୁଘରକୁ ଯିବା ପାଇଁ ଉତ୍ସାହିତ ଅଛନ୍ତି।

fddfsdfsdfsd

କନକ ବ୍ୟୁରୋ : ଓଏଏସ ଅଫିସର ଆଲବର୍ଟ ହାଁସଦା ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଲାଗିଥିବା ବିବାଦର ସମାଧାନ ହୋଇଛି । ଶନିବାର ବହୁଚର୍ଚ୍ଚିତ ଓଏଏସ ଅଫିସରଙ୍କ ପ୍ରେମ ବିବାଦ ଘଟଣାର ଜଗତସିଂହପୁର ଥାନାରେ ସମାଧାନର ବାଟ ବାହାରିଛି । ଆଲବର୍ଟଙ୍କ ବାପାମା ଏବଂ ସମ୍ପୃକ୍ତ ଯୁବତୀ ଜଗତସିଂହପୁର ଟାଉନ ଥାନାରେ ଉପସ୍ଥିତି ହୋଇଥିଲେ। ଥାନା ଅଧିକାରୀ ପ୍ରଭାସ ସାହୁଙ୍କ ହସ୍ତକ୍ଷେପରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା ହୋଇଥିଲା।  ଉଭୟ ପକ୍ଷର ସହମତିକ୍ରମେ ସମ୍ପୃକ୍ତ ଯୁବତୀଙ୍କୁ ବୋହୁରୂପେ ହାଁସଦାଙ୍କ ପରିବାର ଲୋକ ଗ୍ରହଣ କରିଛନ୍ତି। ଏବେ ଯୁବତୀଜଣକ ଖୁସିର ସହ ଶାଶୁଘରକୁ ଯିବା ପାଇଁ ଉତ୍ସାହିତ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe