କନକ ବ୍ୟୁରୋ: ନର୍ସିଂ ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ସରକାର। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ,ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି ନର୍ସିଂ ନିର୍ଦେଶକ। ଏସମା ଲାଗୁଥିବାରୁ ଆନ୍ଦୋଳନ କରିପାରିବେ ନାହିଁ ନର୍ସିଂ କର୍ମଚାରୀ। ଆସନ୍ତାକାଲିଠୁ ଆନ୍ଦୋଳନରେ ବସିବାକୁ ଚେତାବନୀ ଦେଇଥିଲା ନର୍ସିଂ ସଂଘ। ଅଗଷ୍ଟ ୭ ତାରିଖରୁ ଏସମା ଲାଗିରହି ଥିବାରୁ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ଦେଶକ। ଜରୁରୀକାଳୀନ ସେବାରେ ନିୟୋଜିତଥିବାରୁ ଆନ୍ଦୋଳନକୁ ଓହ୍ଲାଇ ପାରିବେ ନାହିଁ ନର୍ସିଂ କର୍ମଚାରୀ।
ଆନ୍ଦୋଳନରେ ବସିପାରିବେନି ଜରୁରୀକାଳୀନ ସେବାରେ ଥିବା ନର୍ସିଂ କର୍ମଚାରୀ । ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦେଶ ଦେଲେ ସରକାର
ନର୍ସିଂ ଆନ୍ଦୋଳନକୁ ନେଇ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ଦେଲେ ସରକାର। ସବୁ ସରକାରୀ ହସ୍ପିଟାଲ ନିର୍ଦ୍ଦେଶକ,ଅଧିକ୍ଷକଙ୍କୁ ଚିଠି ଲେଖିଛନ୍ତି ନର୍ସିଂ ନିର୍ଦେଶକ। ଏସମା ଲାଗୁଥିବାରୁ ଆନ୍ଦୋଳନ କରିପାରିବେ ନାହିଁ ନର୍ସିଂ କର୍ମଚାରୀ।
/kanak/media/media_files/XVNHUc0i9q00OVbUWCD5.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)