କନକବ୍ୟୁରୋ: ଭିଜିଲାନ୍ସ ହାତରେ ନୂଆପଡା ଏମଭିଆଇ ବିଜୟ କୁମାର ବେହୁରିଆ । ଖୋର୍ଦ୍ଧା ହସ୍ପିଟାଲ ଛକ ନିକଟରେ ଧରାପଡିଛନ୍ତି ଏମଭିଆଇ । ଭୁବନେଶ୍ୱର ସମତେ ୫ଟି ପୈତୃକ ଠିକଣାରେ ଚଢାଉ ଚାଲିଥିବା ବେଳେ ଚଢାଉ ସମୟରେ ୧ଲକ୍ଷ ୩୨ ହଜାର ଟଙ୍କା ତାଙ୍କ ପାଖରୁ ଧରାପଡିଛି । ଚଢାଉ ପରେ ପାଖରେ ରଖିଥିବା ଟଙ୍କା ର ଭିଜିଲାନ୍ସ ଟିମକୁ ମଧ୍ୟ ସଠିକ ସୂଚନା ଦେଇପାରିନଥିଲେ । ପୈତୃକ ସମ୍ଫତ୍ତି ସମତେ ୫ ଟି ଜାଗାରେ ଭିଜିଲାନ୍ସ ଟିମର ଚଢାଉ ଚାଲିଥିବା ବେଳେ ଅଧିକ ସୂଚନା ପାଇଁ ତାଙ୍କୁ ଅଟକ ରଖାଯାଇଛି
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us