କନକବ୍ୟୁରୋ: ଗିରଫ ହେଲେ ନୁଆପଡା ଏମଭିଆଇ ବିଜୟ କୁମାର ବେହୁରିଆ । ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ଗାଡିରେ ନେଇଆସିବା ବାଟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଭିଜିଲାନ୍ସ । ଗତକାଲି ୫ଟି ସ୍ଥାନରେ ଚଢାଉ ଚାଲିଥିବା ବେଳେ ଏ ନେଇ ଭିଜିଲାନ୍ସ ତରଫରୁ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରାଯାଇନାହିଁ । ଗତକାଲି ଜବତ ହୋଇଥିବା ଟଙ୍କାର କୌଣସି ସ୍ପଷ୍ଟ ହିସାବ ଦେଇପାରିନଥିଲେ । ଟଙ୍କା ହିସାବ ନଦେଇ ପାରିବାରୁ ଆଜି ତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।
ଗିରଫ ହେଲେ ନୂଆପଡା ଏମଭିଆଇ ବିଜୟ କୁମାର ବେହୁରିଆ, ଗତକାଲି ଜବତ ହୋଇଥିଲା ୧ ଲକ୍ଷ ୩୨ ହଜାର ଟଙ୍କା
ଗିରଫ ହେଲେ ନୁଆପଡା ଏମଭିଆଇ ବିଜୟ କୁମାର ବେହୁରିଆ । ଗତକାଲି ୧ ଲକ୍ଷ ୩୨ ହଜାର ଟଙ୍କା ଗାଡିରେ ନେଇଆସିବା ବାଟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ ଭିଜିଲାନ୍ସ
/kanak/media/media_files/0YICPfogT61s6s0YLuwc.jpg)
Advertisment
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/12/17/2025-12-17t081934795z-rashu-2025-12-17-13-49-35.jpg)