କନକ ବ୍ୟୁରୋ : ଜମୁଛି ନୂଆପଡ଼ା ଉପନିର୍ବାଚନ ରାଜନୀତି । ଗତକାଲି ପ୍ରଥମ ଦିନରେ ୩ ଜଣ ନେଇଛନ୍ତି ପ୍ରାର୍ଥୀପତ୍ର । ଏପଟେ କାହାକୁ ପ୍ରାର୍ଥୀ କରିବେ, ଏନେଇ ନବୀନ୍ଙ୍କୁ ରିପୋର୍ଟ ଦେବେ ବିଜେଡି ନେତା । ୩ ଦିନ ଧରି ଗ୍ରାଉଣ୍ଡରେ ପ୍ରାର୍ଥୀ ଖୋଜୁଛନ୍ତି ବିଜେଡି ନେତା । ଆଜି ସନ୍ଧ୍ୟା ଭିତରେ ହୋଇପାରେ ବିଜେଡି ପ୍ରାର୍ଥୀ ଚୟନ । ମନୋଜ ମିଶ୍ର, ଅବନୀ ଯୋଶୀ ଓ ତେଜେଶ୍ବରୀ ସାହୁଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି ।
ସେପଟେ ବିଜେପିରେ ଯୋଗ ଦେଇ ନୂଆପଡ଼ାରେ ପହଞ୍ଚି ସାରିଛନ୍ତି ଜୟ ଢୋଲକିଆ । ଅନ୍ୟପଟେ ଗ୍ରାଉଣ୍ଡରେ ସଂଗଠନ ସଜାଡୁଛି କଂଗ୍ରେସ । ଆଜି ଲଖନାରେ ଜନସଭା ଆୟୋଜନ କରୁଛି କଂଗ୍ରେସ । ଏହାସହ ଏକ ମିଶ୍ରଣ ପର୍ବର କାର୍ଯ୍ୟକ୍ରମ ମଧ୍ୟ ରହିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/02/11/2025-02-11t080152817z.jpg)
/kanak/media/media_files/2025/10/14/23-2025-10-14-10-04-24.jpg)