କୁଖ୍ୟାତ ଆତଙ୍କୀ ବାଗୁ ଖାନ୍ ନିହତ, ଘାଟିର ହ୍ୟୁମାନ ଜିପିଏସ୍ ଭାବେ ଥିଲା ଜଣାଶୁଣା

Advertisment

ଭାରତୀୟ ସୀମାରେ ଶହେରୁ ଅଧିକ ଅନୁପ୍ରବେଶ ଘଟଣାର ମାଷ୍ଟରମାଇଣ୍ଡ ବାଗୁ

ଭାରତୀୟ ସୀମାରେ ଶହେରୁ ଅଧିକ ଅନୁପ୍ରବେଶ ଘଟଣାର ମାଷ୍ଟରମାଇଣ୍ଡ ବାଗୁ

ଘାଟିରେ କୁଖ୍ୟାତ ଆତଙ୍କୀ ନିପାତ

ଘାଟିରେ କୁଖ୍ୟାତ ଆତଙ୍କୀ ନିପାତ Photograph: (KanakNews)

 କନକ ବ୍ୟୁରୋ :  ଭାରତୀୟ ସେନାକୁ ବଡ ସଫଳତା । ନିହତ ହେଲା ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ବାଗୁ ଖାନ ।ଗୁରେଜ ସେକ୍ଟରରେ ସେନା ଓ ଆତଙ୍କୀ ମଧ୍ୟରେ ୩ ଘଣ୍ଟାର ମୁହାଁମୁହିଁ ପରେ ବାଗୁ ଖାନ ନିପାତ ହୋଇଛି ।ଘାଟିରେ ସମନ୍ଦର ଚାଚା ଭାବେ ଜଣାଯାଉଥିଲା ବାଗୁ ।
ଘାଟିର ‘ଜିପିଏସ୍‌’ ଆତଙ୍କୀ ନିପାତ
ବାଗୁ ଖାନ୍‌ର ଏନ୍‌କାଉଣ୍ଟର
-ଦୀର୍ଘଦିନ ହେବ ପିଓକେରେ ସକ୍ରିୟ ଥିଲା 
-୧୦୦ରୁ ଅଧିକ ଆତଙ୍କୀ ଅନୁପ୍ରବେଶର ମାଷ୍ଟରମାଇଣ୍ଡ  
-କାଶ୍ମୀର ଘାଟିରେ ଜିପିଏସ୍‌ ଭାବେ ଜଣାଯାଉଥିଲା
-ଦୁର୍ଗମ ଅଞ୍ଚଳର ଟିକିନିଖି ରାସ୍ତା ବାବଦରେ ଜାଣିଥିଲା ବାଗୁ 
-ଆତଙ୍କବାଦୀ ସଂଗଠନ ମୋଟା ଅଙ୍କର ଅର୍ଥ ଦେଇ ବାଗୁଠୁ ତଥ୍ୟ ନେଉଥିଲେ 
-ହିଜବୁଲର ମୋଷ୍ଟୱାଣ୍ଟେଡ୍‌ ଆତଙ୍କୀ
-ଲସ୍କର ଓ ଜୈଶ ପାଇଁ ମଧ୍ୟ କାମ କରୁଥିଲା 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe