କନକ ବ୍ୟୁରୋ: ବିଡିଏ ଓ ବିଏମସିକୁ ବଡ଼ ଝଟକା। ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଲା ସାଧାରଣ ପ୍ରଶାସନ ବିଭାଗ। କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ସରକାରୀ ଜମି ଦିଆଯାଇଛି, ସେନେଇ ବିଏମସି ଓ ବିଡିଏ ଠାରୁ ସ୍ପଷ୍ଟୀକରଣ ମାଗିଛି ବିଭାଗ। ' ବିଭାଗର ଅନୁମତି ନ ନେଇ ସରକାରୀ ଜମି ପାଇଁ ସିକ୍ୟୁରିଟି ଜମାରାଶି ରଖି ବିଲ୍ଡିଂ ପ୍ଲାନ ଅନୁମୋଦନ କରିଛ ସ୍ପଷ୍ଟୀକରଣରେ ଜଣାଅ' । ଏନେଇ ନିକଟରେ ସ୍ପଷ୍ଟୀକରଣ ମାଗିବାକୁ ସାଧାରଣ ପ୍ରଶାସନ ବିଭାଗକୁ ଅନୁରୋଧ କରିଥିଲା ଓଡ଼ିଶା ରିଅଲ ଇଷ୍ଟେଟ ନିୟାମକ ପ୍ରାଧିକରଣ- ଓରେରା।
ବିଡିଏ ଓ ବିଏମସିକୁ ବଡ଼ ଝଟକା ; ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ଅନୁମତି ଦେବା ପ୍ରସଙ୍ଗରେ ସ୍ପଷ୍ଚୀକରଣ ରଖିବାକୁ ନିର୍ଦ୍ଦେଶ
ବିଡିଏ ଓ ବିଏମସିକୁ ବଡ଼ ଝଟକା। ସରକାରୀ ଜମି ବିଲ୍ଡର୍ସଙ୍କୁ ଦେବା ପ୍ରସଙ୍ଗରେ ସ୍ପଷ୍ଟୀକରଣ ମାଗିଲା ସାଧାରଣ ପ୍ରଶାସନ ବିଭାଗ। କେଉଁ ପରିସ୍ଥିତିରେ ବିଭାଗର ବିନା ଅନୁମତିରେ ବିଲ୍ଡର୍ସଙ୍କୁ ରାସ୍ତା ପାଇଁ ସରକାରୀ ଜମି ଦିଆଯାଇଛି, ସେନେଇ ବିଏମସି ଓ ବିଡିଏ ଠାରୁ ସ୍ପଷ୍ଟୀକରଣ ମାଗିଛି ବିଭାଗ।