ଟାଟା ଟ୍ରଷ୍ଟର ନୂଆ ଚେୟାରମ୍ୟାନ ହେଲେ ନୋଏଲ ଟାଟା । ଟ୍ରଷ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ।

Advertisment

ଟାଟା ଟ୍ରଷ୍ଟକୁ ମିଳିଲେ ନୂଆ ଅଧ୍ୟକ୍ଷ । ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଆଜି ମୁମ୍ବାଇରେ ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୋଏଲଙ୍କୁ ନୂଆ ଚେୟାରମ୍ୟାନ ଭାବେ ବଛାଯାଇଛି ।

ଟାଟା ଟ୍ରଷ୍ଟକୁ ମିଳିଲେ ନୂଆ ଅଧ୍ୟକ୍ଷ । ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଆଜି ମୁମ୍ବାଇରେ ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୋଏଲଙ୍କୁ ନୂଆ ଚେୟାରମ୍ୟାନ ଭାବେ ବଛାଯାଇଛି ।

53noel

କନକ ବ୍ୟୁରୋ: ଟାଟା ଟ୍ରଷ୍ଟକୁ ମିଳିଲେ ନୂଆ ଅଧ୍ୟକ୍ଷ । ରତନ ଟାଟାଙ୍କ ସାବତ ଭାଇ ନୋଏଲ ଟାଟାଙ୍କୁ ଟ୍ରଷ୍ଟ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି । ଆଜି ମୁମ୍ବାଇରେ ଟ୍ରଷ୍ଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ନୋଏଲଙ୍କୁ ନୂଆ ଚେୟାରମ୍ୟାନ ଭାବେ ବଛାଯାଇଛି । 

ରତନ ଟାଟାଙ୍କ ଦେହାନ୍ତ ପରେ ତାଙ୍କ ସ୍ଥାନ କିଏ ନେବ ବୋଲି ଚର୍ଚ୍ଚା ହେଉଥିଲା । ନୋଏଲ ଟାଟାଙ୍କ ସହ ତାଙ୍କ ଦୁଇ ଝଅ ଓ ପୁଅଙ୍କ ନାଁ ନେଇ  ଚର୍ଚ୍ଚା ହେଉଥିଲା ।  । ଆଜି ଟାଟା ଟ୍ରଷ୍ଟର ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ରତନ ଟାଟାଙ୍କ ଉତ୍ତରାଧିକାରୀ ଭାବେ ନୋଏଲ ଟାଟାଙ୍କୁ ଚୟନ କରାଯାଇଥିଲା। ନୋଏଲ ପୂର୍ବରୁ ଉଭୟ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟ ଏବଂ ସାର୍ ରତନ ଟାଟା ଟ୍ରଷ୍ଟରେ ଟ୍ରଷ୍ଟି ଭାବରେ କାର୍ୟ୍ୟ କରିସାରିଛନ୍ତି । ମିଳିତ ଭାବେ ଟାଟା ଗ୍ରୁପର ହୋଲ୍ଡିଂ କମ୍ପାନୀ ଟାଟା ସନ୍ସର ୬୬% ଅଂଶଧନ ରହିଛି। ଏହି ନିଯୁକ୍ତି ସହିତ ନୋଏଲ ସାର୍ ଦୋରାବଜୀ ଟାଟା ଟ୍ରଷ୍ଟର ୧୧ତମ ଅଧ୍ୟକ୍ଷ ଏବଂ ସାର୍ ରତନ ଟାଟା ଟ୍ରଷ୍ଟର ଷଷ୍ଠ ଅଧ୍ୟକ୍ଷ ହୋଇଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe