ଗୋଟିଏ ଆପ୍‌ରେ ମିଳିବ ସବୁ ସୁୁବିଧା, ହାତ ପାହାନ୍ତାରେ ମିଳିବ ସରକାରୀ ସେବା

Advertisment

ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ସାଥୀ ଆପ୍ ୟୁନିଫାଏଡ୍‌ ହ୍ୱାଟସଆପ୍‌ ବଟ୍‌’ । ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତର୍ଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍‌ ଜରିଆରେ ମିଳିପାରିବ। 

govt services -

କନକ ବ୍ୟୁରୋ: ଆଉ ଯିବାକୁ ପଡ଼ିବନି ସରକାରୀ ଅଫିସ୍ । ଏଣିକି ଘରେ ବସି କରିହେବ ଆବେଦନ । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆରମ୍ଭ ହୋଇଛି ‘ଆମ ସାଥୀ ଆପ୍ ୟୁନିଫାଏଡ୍‌ ହ୍ୱାଟସଆପ୍‌ ବଟ୍‌’ । ଜନ୍ମ ମୃତ୍ୟୁ, ଆଇନଗତ ଉତ୍ତରାଧିକାରୀ, ବାସସ୍ଥାନ ଏବଂ ଆୟ ପ୍ରମାଣପତ୍ର, ଡ୍ରାଇଭିଂ ଲାଇସେନ୍ସ, ଫର୍ଟିଲାଇଜର ଲାଇସେନ୍ସ, ଆନ୍ତର୍ଜାତି ବିବାହରୁ ଲାଭ, ଜାତୀୟ ପରିବାର ଯୋଜନାରୁ ଲାଭ ଭଳି ବହୁ ସୁବିଧା ହ୍ୱାଟସଆପ୍‌ ଜରିଆରେ ମିଳିପାରିବ।

୯୪୩୭୨୯୨୦୦୦ ହ୍ୱାଟସ୍‌ଆପ୍‌ ନମ୍ବରରେ ଆବେଦନ କରିହେବ । ଆବେଦନଠାରୁ ସାର୍ଟିଫିକେଟ ଏହି ନମ୍ୱର ଜରିଆରେ ମିଳିବ । ୨୦୨୫ ଶେଷ ସୁଦ୍ଧା, ଓଡ଼ିଶା ଲୋକସେବା ଅଧିକାର ଆଇନ ଅଧୀନରେ ଅଧିସୂଚିତ ସମସ୍ତ ସାର୍ବଜନୀନ ସେବା ଏକକ ହ୍ବାଟ୍ସଆପ ବଟ୍ ମାଧ୍ୟମରେ ଯୋଗାଇବାକୁ ଲକ୍ଷ୍ୟ ରଖାଯାଇଛି । ଭାରତ ସରକାରଙ୍କ ‘ଭାଷିନୀ ପ୍ଲାଟଫର୍ମ‘ ବ୍ୟବହାର କରି ନିଜର କଣ୍ଠସ୍ୱର ମାଧ୍ୟମରେ ଏହି ସେବା ମିଳିପାରିବ । ଜଣେ ବ୍ୟକ୍ତି ଇଂରାଜୀ କିମ୍ବା ଓଡ଼ିଆରେ ଲେଖି ହ୍ବାଟ୍ସଆପରେ ସମସ୍ତ ସରକାରୀ ସେବାରୁ ଉପକୃତ ହୋଇପାରିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe