କନକ ବ୍ୟୁରୋ : ବାଲିଯାତ୍ରା ପଡ଼ିଆକୁ ନୋ ଡ୍ରୋନ୍ ଅଞ୍ଚଳ ଘୋଷଣା । ୫ କିଲୋମିଟର ପରିଧି ଭିତରେ ଡ୍ରୋନ ଉଡ଼ାଇବା ଉପରେ ପ୍ରଶାସନର ବାରଣ। ନଭେମ୍ବର ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ଏହା ସହ ପାରା ଗ୍ଲାଇଡର, ପାରା ମୋଟର, ପାୱାର ହ୍ୟାଙ୍ଗ ଗ୍ଲାଇଡର, ମାଇକ୍ରୋ ଲାଇଟ ଏୟାରକ୍ରାଫ୍ଟ, ହଟ୍ ଏୟାର ବେଲୁନ, ୟୁଏଭି ଡ୍ରୋନକୁ ବାରଣ କରାଯାଇଛି । 

Advertisment