ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଅବ୍ୟବସ୍ଥା : ୨୪ ଘଣ୍ଟିଆ ହେଲ୍‌ପ ଡେକ୍ସରେ ରହୁନାହାନ୍ତି କର୍ମଚାରୀ, ଆଡମିସନ ପାଇଁ ହନ୍ତସନ୍ତ ରୋଗୀ

ଆଡମିସନ କରିବାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ରୋଗୀମାନଙ୍କ ସୁବିଧା ପାଇଁ ଡାକ୍ତରଖାନାରେ ହେଲ୍ପ ଡେକ୍ସ ଖୋଲାଯାଇଥିଲା ।

help desk

help desk Photograph: (KanakNews)

କନକ ବ୍ୟୁରୋ :  ଅବ୍ୟବସ୍ଥା ଘେରରେ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟ । ହେଲ୍ଥ ଡେକ୍ସରେ ରହୁନାହାନ୍ତି କର୍ମଚାରୀ । ଆଡମିସନ କରିବାରେ ହନ୍ତସନ୍ତ ହେଉଛନ୍ତି ରୋଗୀ । ନୀଳଗିରି ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ରୋଗୀମାନଙ୍କ ସୁବିଧା ପାଇଁ ଡାକ୍ତରଖାନାରେ ହେଲ୍ପ ଡେକ୍ସ ଖୋଲାଯାଇଥିଲା । ୨୪ ଘଣ୍ଟିଆ ସହଯୋଗ ଯୋଗାଇବା ପାଇଁ ନିୟମ ରହିଛି । ହେଲେ ଏଠାରେ ହେଲ୍ଥ ଡେକ୍ସର ଚେୟାର ସବୁ ସମୟରେ ଖାଲି ପଡୁଛି। ରୋଗୀମାନେ ସହାୟତାରୁ ବଞ୍ଚିତ ହେଉଛନ୍ତି ।  

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe